Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସେକ୍ସକୁ ନା କହି ମାଡ଼ ଖାଇଲେ ଯୁବକ : ଅଭିଯୁକ୍ତଙ୍କ ମାଡ଼ରେ ଭାଙ୍ଗିଲା ହାଡ଼
ଅନ୍ତରାଷ୍ଟ୍ରୀୟ

ସେକ୍ସକୁ ନା କହି ମାଡ଼ ଖାଇଲେ ଯୁବକ : ଅଭିଯୁକ୍ତଙ୍କ ମାଡ଼ରେ ଭାଙ୍ଗିଲା ହାଡ଼

February 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍‌ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର ଏକ ମସାଜ୍‌ ପାର୍ଲରରେ ମସାଜ୍‌ ନାମରେ ଦେହ ବ୍ୟବସାୟ ଚାଲୁଥିବାବେଳେ ଜଣେ ବ୍ୟକ୍ତି ସେକ୍ସ କରିବାକୁ ମନା କରିବା ତାଙ୍କୁ ବେଶ୍‌ ମହଙ୍ଗା ପଡିଛି ।

ସୂଚନାଯୋଗ୍ୟ, ଦୁଇବାର ଏକ ଫ୍ଲାଟ୍‌ରେ ମସାଜ୍‌ ପାଲର୍ର ଚଳାଇବା ନାମରେ ଅଭିଯୁକ୍ତମାନେ ସେଠାରେ ଦେହ ବ୍ୟବସାୟ ଚାଲୁ ରଖିଥିଲେ । ଜଣେ ବ୍ୟକ୍ତି ସେହି ପାର୍ଲରକୁ ମସାଜ କରିବା ପାଇ ଯାଇଥିଲେ । ମସାଜ ପାଇଁ ମଧ୍ୟ ଟଙ୍କା ଜମା କରିଦେଇଥିଲେ । ବ୍ୟକ୍ତି ଜଣକ ଯେତେବେଳେ ମସାଜ୍‌ କରିବାକୁ ଭିତରକୁ ଗଲେ, ତାଙ୍କୁ କପଡା ବଦଳାଇବା ପାଇଁ ଟାଓ୍ବେଲ୍‌ ମଧ୍ୟ ଦିଆଗଲା ନାହିଁ । ଏହା ପରେ ଜଣେ ମହିଳା ଆସି ମସାଜ୍‌ କରିବା ବଦଳରେ ସେକ୍ସ କରିବା ନେଇ କଥାବାର୍ତ୍ତା ଆରମ୍ଭ  କରିଥିଲେ। ବ୍ୟକ୍ତି ଜଣକ ମହିଳା ଜଣଙ୍କୁ ସଫା ସଫା ସେକ୍ସ କରିବା ନେଇ ମନା କରିବା ସହ ମସାଜ୍‌ କରିବାକୁ କହିଥିଲେ । ଏହା ପରେ ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେଲା । ବିବାହ ହେବାରୁ ବ୍ୟକ୍ତି ଜଣକ ଜମା କରିଥିବା ତାଙ୍କ ରାଶିକୁ ଫେରସ୍ତ ମାଗିଥିଲେ । ଏହା ପରେ ଘଟଣାଟି ବେଶ୍‌ ଭୟଙ୍କର ରୂପ ନେଲା । ଅଭିଯୁକ୍ତମାନେ ମିଶି କରି ତାଙ୍କୁ ମାଡ ମାରିବା ସହିତ ତାଙ୍କ ହାଡ ଭାଙ୍ଗି ଦେଇଛନ୍ତି । ବ୍ୟକ୍ତିଜଣକ ଏହି ସମ୍ପର୍କରେ ପୋଲିସ୍‌କୁ ଜଣାଇବା ସହ କହିଛନ୍ତି ଯେ, ଷ୍ଟିଲ୍‌ ଟ୍ୟୁବ୍‌ ଦ୍ବାରା ତାଙ୍କୁ ମାଡ ମରାଯାଇଛି । ମସାଜ୍‌ ପାର୍ଲର୍‌ ନାମରେ ଦେହ ବ୍ୟବସାୟ କରୁଥିବା ଚାରିଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିନେଇଛି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ 18 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ 39 ବର୍ଷୀୟ । ଦୁଇ ମହିଳାଙ୍କ ବୟସ ଯଥାକ୍ରମେ 33 ଓ 35 ବର୍ଷ ।

Share. Facebook Twitter LinkedIn Email WhatsApp Copy Link

Related Posts

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Latest News

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.