Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ରେ ପହଞ୍ଚିଲା କରୋନା, ହ୍ବାଇଟ୍‌ ହାଉସ୍‌ରେ ଜଣେ ଅଧିକାରୀ ଏବେ କରୋନା କବଳରେ
ଅନ୍ତରାଷ୍ଟ୍ରୀୟ

ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ରେ ପହଞ୍ଚିଲା କରୋନା, ହ୍ବାଇଟ୍‌ ହାଉସ୍‌ରେ ଜଣେ ଅଧିକାରୀ ଏବେ କରୋନା କବଳରେ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ମାରତ୍ମକ କରୋନା ଏବେ ସାରା ବିଶ୍ବରେ ବେଶ୍‌ ଭୟଙ୍କର ରୂପେ ବ୍ୟାପି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ ହ୍ବାଇଟ୍‌ ହାଉସ୍‌ରେ ମଧ୍ୟ ପହଞ୍ଚିଲାଣି । ମିଳିଥିବା ସୂଚନାଅନୁସାରେ ଏଠାରେ ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ ମିଳିଛି । ଆମେରିକାର ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ସହିତ ନିଯୁକ୍ତ ଜଣ ଅଧିକାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଏବେ ହ୍ବାଇଟ୍‌ ହାଉସ୍‌ରେ ହଲଚଲ୍‌ ମଚି ଯାଇଛି । ଏବେ ସେହି ଆକ୍ରାନ୍ତ ବ୍ୟକ୍ତି କାହା କାହା ସହିତ ମିଶିଥିଲେ ତାହା ନେଇ ପରୀକ୍ଷା କରାଯାଉଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ହେବ ଉପରାଷ୍ଟ୍ରପତି ମାଇକ୍‌ ପେନସ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସମ୍ପର୍କରେ ନଥିଲେ ।

ସୂଚନାଯୋଗ୍ୟ, ଆମେରିକାରେ ଏ ପର୍ଯ୍ୟନ୍ତ ଏହି ରୋଗରେ 230 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅଠର ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ ପାଇଁ ଖୁବ୍‌ କଡା କଟକଣା ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ଡାକ୍ତର ଟିମ୍‌  ଓ ଗୁଇନ୍ଦା ସେବାର ଏଜେଣ୍ଟ ମାନେ ହ୍ବାଇଟ୍‌ ହାଉସ୍‌ ଭିତରେ ଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ତାପମାନ ଯାଞ୍ଚ କରିବା ପରେ ପ୍ରବେଶ ଅନୁମତି ଦେଉଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026
Latest News

MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.