Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଅପଡେଟ୍‌ : ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍‌, ବିଶ୍ବରେ ମୃତକଙ୍କ ସଂଖ୍ୟା 21,000 ଟପିଲା
ଅନ୍ତରାଷ୍ଟ୍ରୀୟ

କରୋନା ଅପଡେଟ୍‌ : ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍‌, ବିଶ୍ବରେ ମୃତକଙ୍କ ସଂଖ୍ୟା 21,000 ଟପିଲା

March 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦୁନିଆରେ କରୋନା ବେଶ୍‌ ଭୟଙ୍କର ଆତଙ୍କର ଖେଳାଇଛି । ଏହି ମହାମାରୀରେ ମୋଟ୍‌ 4,71,417 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 21,295ଜଣ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 1,14,642ଜଣ । ସେହିପରି 198ଟି ଦେଶରେ ଏହି ରୋଗ ନିଜର କାୟା ବିସ୍ତାର କରି ସାରିଛି। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ୍‌ ଇରାନ୍‌ ପରେ ଏବେ ସ୍ପେନ୍‌ରେ ମୃତ୍ୟୁର ତାଣ୍ଡବ ଖେଳାଉଛି । ଇଟାଲୀରେ 24 ଘଣ୍ଟା ମଧ୍ୟରେ 683ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ସର୍ବମୋଟ 3,647ଜଣଙ୍କର ମୃତ୍ୟୁ ହୋଇଛି । ବୁହାନ ପରେ ଇଟାଲୀ ଓ ସ୍ପେନ ଏବେ କରୋନାର ନୂତନ କେନ୍ଦ୍ର ପାଲଟିଛି। ଇଟାଲୀରେ ସର୍ବମୋଟ ମୃତକଙ୍କ ସଂଖ୍ୟା ସାତ ହଜାର ପାର କରିସାରିଛି । ସେହିପରି ଆମେରିକାରେ ମଧ୍ୟ ମୃତକଙ୍କ ସଂଖ୍ୟା 1000 ପାର୍‌ କରି ସାରିଛି।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Share. Facebook Twitter LinkedIn Email WhatsApp Copy Link

Related Posts

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026

ବଢିଲା ପାସପୋର୍ଟ ଫି

June 25, 2026

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ

June 25, 2026

ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର

June 25, 2026
Latest News

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026

ବଢିଲା ପାସପୋର୍ଟ ଫି

June 25, 2026

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ

June 25, 2026

ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର

June 25, 2026

ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂତନ ଜୀବନ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.