Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୂରା ଦୁନିଆ ଲକ୍‌ଡାଉନ, କିନ୍ତୁ ଚୀନ୍‌ରେ ସ୍ବାଭାବିକ ହେଉଛି ଜୀବନ
ଅନ୍ତରାଷ୍ଟ୍ରୀୟ

ପୂରା ଦୁନିଆ ଲକ୍‌ଡାଉନ, କିନ୍ତୁ ଚୀନ୍‌ରେ ସ୍ବାଭାବିକ ହେଉଛି ଜୀବନ

March 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହୁଓ୍ବଇ : ଦୁନିଆର ପ୍ରାୟ ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ ଅବସ୍ଥାରେ। ବଜାର ବନ୍ଦ, ସରକାରୀ ଅଫିସ୍‌ରେ ତାଲା, ଯାତାୟତରେ ପ୍ରତିବନ୍ଧକ। ସବୁଠି ତାଲା ବନ୍ଦ। ଲୋକେ ଏବେ ଗୃହ ବନ୍ଦୀ। ଚୀନ୍‌ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପିଥିବା ଏହି କରୋନା ଭାଇରସ ପାଇଁ ଏବେ ସମସ୍ତ ରାଷ୍ଟ୍ର ଏବେ ଲକ୍‌ ଡାଉନ୍‌କୁ ଆପଣେଇଛନ୍ତି। କିନ୍ତୁ ଏବେ ଚୀନ୍‌ରେ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ହୁଓ୍ବଇ ପ୍ରାନ୍ତରେ ଲୋକମାନେ ବାହାରକୁ ବାହାରୁଛନ୍ତି। ଚୀନ୍‌ରେ ଏବେ ଲୋକମାନେ କାମ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇ ମାସ ପରେ ଲୋକେ ଘରୁ ପଦାକୁ ବାହାରିଛନ୍ତି। ବଜାର, ମଲ୍‌, ହସ୍ପିଟାଲ୍‌ ଆଦି ଜାଗାକୁ ଯାଉଛନ୍ତି।

ହଓ୍ବାଇରେ ଯାତାୟତରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଠାରେ ଟ୍ରେନ୍‌ ଓ ବସ୍‌ ସେବା ଆରମ୍ଭ ହୋଇଛି। ଅଫିସ୍‌, କାରଖାନା ଆଦି ଖୋଲିଲାଣି। ମାସ୍କ, ଜିପର୍‌ ବ୍ୟାଗ୍‌ ଆଦି କରୋନା ସହ ଲଢେଇ କରିବା ପାଇଁ ଜିନିଷ ପ୍ରସ୍ତୁତି ଲାଗି ପଡିଲାଣି ଚୀନ୍‌।

ଚୀନ୍‌ରେ ମଙ୍ଗଳବାର ଦିନ ମୋଟ 47ଟି କରୋନା ସମ୍ପର୍କିତ ମାମଲା ସାମ୍ନାକୁ  ଆସିଥିଲା। ବିଗତ ସପ୍ତାହରେ ଏହି ସଂଖ୍ୟା 78 ରହିଥିଲା। ଚୀନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବହୁ ହ୍ରାସ ଘଟୁଛି। ଏପ୍ରିଲ୍‌ 8ରେ ବୁହାନ ସହରରରୁ ଲକ୍‌ ଡାଉନ୍‌କୁ ପ୍ରତ୍ୟାହାର କରିଦିଆଯିବ। କିନ୍ତୁ ଏବେବି ଲୋକମାନେ ମାସ୍କ ବ୍ୟବହାର କରି ବାହାରକୁ ଆସୁଛନ୍ତି। କରୋନା ନିୟମକୁ ପାଳନ କରି ଲୋକେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରୁଛନ୍ତି। ସେହିପରି ଅଫିସ୍‌ ଓ କାରଖାନାରେ ଲୋକଙ୍କୁ ପ୍ରାୟ 30 ମିନିଟ୍‌ ପର୍ଯ୍ୟନ୍ତ କରୋନା ପରୀକ୍ଷା କରାଯାଉଛି। ସମସ୍ତେ ହେଲଥ କୋର୍ଡସ୍‌ ମାନୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025
Latest News

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.