Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାସହୀନଙ୍କ ପାଇଁ ବାସସ୍ଥଳୀ ପାଲଟିଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌
ଅନ୍ତରାଷ୍ଟ୍ରୀୟ

ବାସହୀନଙ୍କ ପାଇଁ ବାସସ୍ଥଳୀ ପାଲଟିଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌

March 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ୟାରିସ୍‌: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ଆୟୋଜକ ମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛନ୍ତି । ପ୍ରତ୍ୟେକ ରାତ୍ରିରେ 50 ରୁ 70 ଜଣ ଲୋକଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି ବୋଲି କାନ୍ସ ଟାଉନ୍‌ ହଲ୍‌ର ମୁଖ୍ୟ ଡୋମିନିକ୍‌ ଅଡେ ଲାସେଟ୍‌ ପ୍ରକାଶ କରିଛନ୍ତି । ଆଠ ଦିନ ପୂର୍ବରୁ ଫ୍ରାନ୍ସର ଜନସାଧାରଣଙ୍କୁ ଘରେ ବନ୍ଦ ରହିବା ପାଇଁ ନିବେଦନ କରିଥିଲେ । ତେବେ ଫ୍ରାନ୍ସରେ ପ୍ରାୟ 12 ହଜାର ବାସଗୃହ ନଥିବା ଲୋକ ରହିଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ସ୍କୁଲ୍‌ ଖୋଲାରଖିବା ପାଇଁ ମାକ୍ରନ୍‌ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାନ୍ସ ଆୟୋଜକଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026
Latest News

MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.