Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଆଗରେ ହାର ମାନି ନାହାନ୍ତି ବୃଦ୍ଧ ଦମ୍ପତି: ହସ୍ପିଟାଲ୍‌ରେ ପାଳିଲେ 50ତମ ବିବାହ ବାର୍ଷିକୀ
ଅନ୍ତରାଷ୍ଟ୍ରୀୟ

କରୋନା ଆଗରେ ହାର ମାନି ନାହାନ୍ତି ବୃଦ୍ଧ ଦମ୍ପତି: ହସ୍ପିଟାଲ୍‌ରେ ପାଳିଲେ 50ତମ ବିବାହ ବାର୍ଷିକୀ

April 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଟାଲୀ: ଦୁନିଆରେ କରୋନା  ଭାଇରସ୍ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକେ ଏବେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଅଚାନକ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।  କରୋନାକୁ ହରାଇ  କିଛି ଲୋକ ସୁସ୍ଥ ହୋଇ ନିଜ ଜୀବନକୁ ଫେରି ପାଇଛନ୍ତି। ଏମିତି ଜଣେ ବୃଦ୍ଧ ଦମ୍ପତି ନଜରକୁ ଆସିଛନ୍ତି, ସେମାନେ କରୋନା ସହ ଦୃଢତାର ଲଢେଇ କରୁଥିବାବେଳେ ଦୁହେଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ବୃଦ୍ଧ ଦମ୍ପତି ବୟସର ପରିଣତି ବୟସରେ ମଧ୍ୟ ସେମାନେ କରୋନା ସହ ଦୃଢତାର ଲଢି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଇଟାଲୀର ମାର୍ସ ପ୍ରାନ୍ତର ଫେର୍ମୋ ସ୍ଥିତ ହସ୍ପିଟାଲର ଆଇସିୟୁରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି ଏହି ବୃଦ୍ଧ ଦମ୍ପତି। ବୃଦ୍ଧ ସ୍ବାମୀଙ୍କ ବୟସ 73 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ବୟସ 71 ବର୍ଷ। ଦୁହେଁ କରୋନା ଉପଚାର ଲାଗି ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ ସେମାନେ ସେଠାରେ ନିଜର 50ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ମେଡ଼ିକାଲ କର୍ମଚାରୀମାନେ ଏହି ଦମ୍ପତିଙ୍କୁ ସାହାଯ୍ୟ କରିଥିବାର ଜଣାପଡିଛି। ଦୁହିଁଙ୍କ ବେଡ୍‌କୁ ନିକଟକୁ ଆଣିଥିଲେ। ଦୁହେଁ ଦୁହିଁଙ୍କ ହାତ ଧରିଥିବାବେଳେ ତାଙ୍କ ଫଟୋ ଉଠାଯାଇଥିଲା। ମେଡିକାଲ୍‌ ଷ୍ଟାପ୍‌ ଏହି ଅବସରରେ ଗୀତ ବଜାଇଥିଲେ। ଦୁହେଁ ସୁସ୍ଥ ଥିବାବେଳେ ଦୁହେଁ ବହୁତ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

September 6, 2026

ରୁଷ-ୟୁକ୍ରେନ ଯୁଦ୍ଧ: ପୁତିନଙ୍କ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା

September 6, 2026

ମହିଳା ଏସିଆ କପ୍: ପାକିସ୍ତାନୀ ଅଧିନାୟିକାଙ୍କ ସହ ହାତ ମିଶାଇଲେ ନାହିଁ ହରମନପ୍ରୀତ

September 6, 2026

ଭୁବନେଶ୍ୱରରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ପୁରସ୍କୃତ ହେଲେ ଶ୍ରେଷ୍ଠ ସିନେମା ଓ କଳାକାର

September 6, 2026
Latest News

ତ୍ୱଚାରୁ ଚମକ ହଜିଯାଇଛି କି? ଘରେ ତିଆରି କରନ୍ତୁ କାକୁଡ଼ି ଫେସ୍ ମିଷ୍ଟ

September 6, 2026

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026

ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.