Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଯୋଗୁଁ କୋମାରେ ଥିବା ମହିଳା ଜନ୍ମ ଦେଲେ ଏକ କନ୍ୟା ସନ୍ତାନ: ଜନ୍ମ ଦେବାର 15 ଦିନ ପରେ ଝିଅକୁ ଦେଖିଲେ
ଅନ୍ତରାଷ୍ଟ୍ରୀୟ

କରୋନା ଯୋଗୁଁ କୋମାରେ ଥିବା ମହିଳା ଜନ୍ମ ଦେଲେ ଏକ କନ୍ୟା ସନ୍ତାନ: ଜନ୍ମ ଦେବାର 15 ଦିନ ପରେ ଝିଅକୁ ଦେଖିଲେ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବାଶିଂଟନ୍‌ : ଗଭର୍ବତୀ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳା କୋମାରେ ରହିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । 27 ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜେଲା ପ୍ରିମଚିନ୍କୋ । ଆମେରିକାର ଓ୍ବାସିଟନର ଏହି ମହିଳା ଜଣକ ଗର୍ଭବତୀ ହେବାର 33 ସପ୍ତାହରେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ବେଶ୍‌ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏପ୍ରିଲ୍‌1 ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାବେଳେ ଏପ୍ରିଲ୍‌ 6 ତାରିଖରେ ସେ କୋମାରୁ ବାହାରକୁ ଆସିଥିଲେ ।

କରୋନା କାରଣରୁ ସେ ତାଙ୍କର ଜନ୍ମିତ ସନ୍ତାନକୁ ପ୍ରାୟ 15 ପର୍ଯ୍ୟନ୍ତ ଦେଖିନଥିଲେ ।  କରୋନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ତାଙ୍କ ଝିଅ ସହିତ ଦେଖାକରିବାର ସୁଯୋଗ ଦିଆଯାଇଥିଲା।  ଗତ ମାର୍ଚ୍ଚ 24ରେ ସେ କରୋନା ସଂକ୍ରମିତ ଜଣାପଡିଥିବାବେଳେ ଏପ୍ରିଲ୍‌ 15 ତାରିଖରେ ସେ ତାଙ୍କ ସନ୍ତାନକୁ ଦେଖା କରିପାରିଛନ୍ତି । ନିଜ ଝିଅ ସହିତ ଦେଖା କରିବା ପରେ ବେଶ୍‌ ଭାବବିହ୍ବଳିତ ହୋଇପଡିଛନ୍ତି ଏଞ୍ଜେଲା ।(ଏଜେନ୍ସି)

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026
Latest News

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.