Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଗୋଟିଏ ସ୍ଥାନରୁ ମିଳିଲା ଦେଢହଜାରରୁ ଉର୍ଦ୍ଧ୍ବ ନରକଙ୍କାଳ, ଜାଣନ୍ତୁ କେଉଁଠାରୁ ଏହା ହେଲା ଠାବ
ଅନ୍ତରାଷ୍ଟ୍ରୀୟ

ଗୋଟିଏ ସ୍ଥାନରୁ ମିଳିଲା ଦେଢହଜାରରୁ ଉର୍ଦ୍ଧ୍ବ ନରକଙ୍କାଳ, ଜାଣନ୍ତୁ କେଉଁଠାରୁ ଏହା ହେଲା ଠାବ

August 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ 1500 ନରକଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି । ତେବେ ଏକ ସ୍ଥାନରୁ ଏତେ ସଂଖ୍ୟକ କଙ୍କାଳ ମିଳିବା ପରେ ମହାମାରୀରୁ ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହି ସମସ୍ତ ମରଶରୀର ଗୁଡିକ ୧୮ ଶହ ଶତାବ୍ଦୀର ବୋଲି  ଜଣାପଡିଛି । ଏହି ସମସ୍ତ ମୃତ ଶରୀରକୁ ଅଧିକ ପରୀକ୍ଷଣ ପାଇଁ ଖନନ ସ୍ଥଳରୁ ସ୍ଥାନାନ୍ତର କରାଯାଇଛି । ଏହି ମୃତ ଶରୀର ମାନଙ୍କୁ ପରୀକ୍ଷଣ କରାଯାଇ 18ଶହ ଶତାବ୍ଦୀରେ ଲୋକଙ୍କର ଜୀବନଶୈଳୀ ଏବଂ ମୃତ୍ୟୁ ପରର ପରସ୍ଥିତି ସମ୍ପର୍କରେ ଅନୁଶୀଳନ କରାଯିବ ।ଜାପାନର ବଣିକ ବ୍ୟବସାୟୀ ସହର ଓସାକାର ସାତୋଟି ଐତିହାସିକ ସମାଧି ସ୍ଥାନମଧ୍ୟରୁ ଉମେଡା କବର ଖନନ କରାଯାଇଥିଲା।

ଆସୋସିଏସନର ଜଣେ ଅଧିକାରୀ ଯୋଗୀ ହିରାତାଙ୍କ କହିବାନୁସାରେ, ସେପ୍ଟେମ୍ବର 2016ରେ ଆରମ୍ଭ ହୋଇଥିବା ଅନ୍ତିମ ରାଉଣ୍ଡ ଖନନ ସମୟରେ 1,500 ରୁ ଅଧିକ ଅବଶିଷ୍ଟାଂଶ ମିଳିଥିଲା  । ପୂର୍ବ ଖନନରେ , କିଛି ମୃତଦେହଗୁଡିକରେ ଅଙ୍ଗରେ କ୍ଷତ ଚିହ୍ନ ଦେଖାଇଥିଲା । ଏହି କ୍ଷତ ଚିହ୍ନ ଯୋଗୁଁ କୌଣସି ମହାମାରୀର ଆକ୍ରାନ୍ତ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହାର ପରୀକ୍ଷା ପରେ ତଥ୍ୟ ପଦାକୁ ଆସିପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026
Latest News

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026

“ଗୋମାଂସ ବିକ୍ରୟ କରି ରାମରାଜ୍ୟ ପ୍ରତିଷ୍ଠା କରିବ?”: ଯୋଗୀ ସରକାରଙ୍କୁ ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.