Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନ୍‌ର ଥିମ୍‌ ପାର୍କରେ ଅଗ୍ନିକାଣ୍ଡ : 13 ମୃତ, 15 ଆହତ
ଅନ୍ତରାଷ୍ଟ୍ରୀୟ

ଚୀନ୍‌ର ଥିମ୍‌ ପାର୍କରେ ଅଗ୍ନିକାଣ୍ଡ : 13 ମୃତ, 15 ଆହତ

October 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଜିଂ : ଚୀନ୍‌ର ଏକ ଥିମ୍‌ ପାର୍କରେ ଅଗ୍ନିକାଣ୍ଡ ଘଟି 13ଗଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଚୀନ୍‌ର ଜାତୀୟ ଦିବସ ଅବସରରେ ଆଠ ଦିନିଆ ଛୁଟି ଆରମ୍ଭର ପ୍ରଥମ ଦିନରେ ଏପରି ଏକ ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ଅନୁସାରେ ତାଇଓ୍ବାନ୍‌ ସହରର ଉପକଣ୍ଠରେ ଥିବା ଟାଇଟିସିଆନ୍‌ ଥିମ୍‌ ପାର୍କରେ ଅଗ୍ନିକାଣ୍ଡ ଘଟିଛି । ଏହି ପାର୍କରେ ଥିବା ବରଫ ସ୍ଥାପତ୍ୟ ଓ ବରଫ ମୂର୍ତ୍ତିର ଏକ ପ୍ରଦର୍ଶନୀ ହଲ୍‌ରେ ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡରେ 15 ଜଣ ଲୋକେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ସେନେଇ ଅନୁସନ୍ଧାନ କରାଯାଉଛି । ଟାଇଟିସିଆନ୍‌ରେ ଅନେକ ସଂଗ୍ରହଳୟ ରହିଥିବାବେଳେ ଏହାର ଅନ୍ୟନ୍ୟ ଆକର୍ଷଣ ହେଉଛି ରାଇଡିଂ ।

ସୂଚନାଯୋଗ୍ୟ, ଚୀନ୍‌ ଦେଶରୁ ମହାମାରୀ କରୋନା ଉତ୍ପତ୍ତି ହୋଇ ସାରା ବିଶ୍ବରେ ତାଣ୍ଡବ ରଚିଥିବାବେଳେ ଏହା ଯୋଗୁଁ ସାରା ବିଶ୍ବର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଅପରପକ୍ଷରେ ଚାଇନାରେ ଏବେ ଆର୍ଥିକ କାରବାରରେ ବୃଦ୍ଧି ପାଇଥିବାବେଳେ ଚୀନ୍‌ର ଜାତୀୟ ଛୁଟି ଦିବସ ଅବସରରେ ହଜାର ହଜାର ଲୋକଙ୍କ ଅଂଶଗ୍ରହଣ କରାଯିବ ଦ୍ବାରା ଆର୍ଥିକ ଅଭିବୃଦ୍ଧି ଦିଗରେ ଯଥେଷ୍ଟ ଉନ୍ନତି ହୋଇପାରିବ ବୋଲି ଆଶା କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ କି ବାଂଲାଦେଶ?: ସ୍ଥାନ ବିବାଦର ସମାଧାନ କଲା ICC

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026
Latest News

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ କି ବାଂଲାଦେଶ?: ସ୍ଥାନ ବିବାଦର ସମାଧାନ କଲା ICC

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.