Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଆରୋଗ୍ୟମାନେ ଚାରିମାସ ପାଇଁ ରହନ୍ତୁ ସତର୍କ
ଅନ୍ତରାଷ୍ଟ୍ରୀୟ

କରୋନା ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଆରୋଗ୍ୟମାନେ ଚାରିମାସ ପାଇଁ ରହନ୍ତୁ ସତର୍କ

October 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ, ଯେଉଁମାନେ ଗୁରୁତର କୋଭିଡ -୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନଙ୍କ ଦେହରେ ଦୀର୍ଘମାସ ପର୍ଯ୍ୟନ୍ତ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି। ସେଥିପାଇଁ ଗୁରୁତର କୋଭିଡ19ରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ଚାରିମାସ ପାଇଁ ସତର୍କ ରହିବା ଆବଶ୍ୟକ। ଏହି ତଥ୍ୟ ପ୍ରକାଶ କରିଛି ନ୍ୟୁୟର୍କର ସାଇନ୍ସ ଇମ୍ୟୁନୋଲୋଜି ପତ୍ରିକା। ଏହି ପତ୍ରିକା ତରଫରୁ ଗବେଷଣା କରି କୁହାଯାଇଛି କରୋନା ଭାଇରସ ଥରେ ଶରୀର ଭିତରେ ପ୍ରବେଶ କଲେ ତାହା ଅନ୍ତତଃ ପକ୍ଷେ ଚାରିମାସ ପର୍ଯ୍ୟନ୍ତ ପାର୍ଶ ପ୍ରତିକ୍ରିୟା ରଖିଥାଏ।

ଏହି ଗବେଷଣା ଦଳ କୋଭିଡ19 ରେ ଗୁରୁତର ଆକ୍ରାନ୍ତ ହୋଇଥିବା ୩୪୩ ରୋଗୀଙ୍କଠାରୁ ରକ୍ତ ନମୁନା ନେଇ ଏହି ପରୀକ୍ଷା କରିଥିଲେ। ରୋଗର ଲକ୍ଷଣ ଦେଖାଯିବା ପରଠାରୁ ଚାରିମାସ ପର୍ଯ୍ୟନ୍ତ ଏହି ରୋଗୀଙ୍କଠାରୁ ରକ୍ତ ନମୂନା ନିଆଯାଇଥିଲା। ସେଥିରୁ ସେମାନେ ଅବଗତ ହୋଇଥିଲେ ଯେ, 14 ଦିନ ପରେ ରୋଗୀକୁ ଛାଡି ଦିଆଯାଉଥିଲେ ମଧ୍ୟ ରୋଗୀର ଦେହରେ 4 ମାସ ପର୍ଯ୍ୟନ୍ତ ବିଭିନ୍ନ ପାର୍ଶ ପ୍ରତିକ୍ରିୟା କରୁଅଛି।

coronavirus covid19
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026
Latest News

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.