Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡ, ଜାଣନ୍ତୁ କେଉଁଠି କାର୍ଯ୍ୟକାରୀ ହେଲା ଏହି ନିୟମ
ଅନ୍ତରାଷ୍ଟ୍ରୀୟ

ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡ, ଜାଣନ୍ତୁ କେଉଁଠି କାର୍ଯ୍ୟକାରୀ ହେଲା ଏହି ନିୟମ

October 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମାସ୍କ ନ ପିନ୍ଧିଲେ ତାଙ୍କଠାରୁ ଜରିମାନା ମଧ୍ୟ ଆାଦାୟ କରାଯାଉଛି । ତେବେ ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହେବ । ମାସ୍କକୁ ନେଇ କଡା କାର୍ଯ୍ୟାନୁଷ୍ଠାନଗ୍ରହଣ କରିଛି ଇଥୋପିଆ । ଆଫ୍ରିକାର ଦ୍ବିତୀୟ ଜନବହୁଳ ଦେଶ ଭାବେ ଇଥୋପିଆ ଅନ୍ୟତମ । ଅପ୍ରେଲରେ କରୋନାକୁ ରୋକିବା ପାଇଁ ଏଠାରେ ଇମରଜେନ୍ସି ଲାଗୁ କରାଯାଇଥିଲା । ତେବେ ସେପ୍ଟେମ୍ବରରେ ଇମରଜେନ୍ସି ହଟାଯାଇଛି । କିନ୍ତୁ କରୋନା ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ରହିଛି । କଟକଣାକୁ ଆହୁରି ଶକ୍ତ କରାଯାଇଛି ।

ଇଥୋପିଆରେ  ଏବେ ଗୋଟିଏ ଟେବୁଲ୍‌ରେ ତିନିର ଅଧିକ ଲୋକଙ୍କ ବସିବା ଉପରେ କଟକଣା ରହିଥିବାବେଳେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନାକୁ ନେଇ ସତର୍କ ନ ରହିଲେ, ସଂକ୍ରମଣ ଆହୁରି ବଢିବ । ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଲିଓ ଟେଡେଜ କହିଛନ୍ତି ।ସୂଚନାଯୋଗ୍ୟ, ଏଠାରେ ପ୍ରାୟ 91 ହଜାର ସଂକ୍ରମିତ ମାମଲା ଆସିଥିବାବେଳେ 1400 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

ମାସ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025
Latest News

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.