Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡ, ଜାଣନ୍ତୁ କେଉଁଠି କାର୍ଯ୍ୟକାରୀ ହେଲା ଏହି ନିୟମ
ଅନ୍ତରାଷ୍ଟ୍ରୀୟ

ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡ, ଜାଣନ୍ତୁ କେଉଁଠି କାର୍ଯ୍ୟକାରୀ ହେଲା ଏହି ନିୟମ

October 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମାସ୍କ ନ ପିନ୍ଧିଲେ ତାଙ୍କଠାରୁ ଜରିମାନା ମଧ୍ୟ ଆାଦାୟ କରାଯାଉଛି । ତେବେ ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହେବ । ମାସ୍କକୁ ନେଇ କଡା କାର୍ଯ୍ୟାନୁଷ୍ଠାନଗ୍ରହଣ କରିଛି ଇଥୋପିଆ । ଆଫ୍ରିକାର ଦ୍ବିତୀୟ ଜନବହୁଳ ଦେଶ ଭାବେ ଇଥୋପିଆ ଅନ୍ୟତମ । ଅପ୍ରେଲରେ କରୋନାକୁ ରୋକିବା ପାଇଁ ଏଠାରେ ଇମରଜେନ୍ସି ଲାଗୁ କରାଯାଇଥିଲା । ତେବେ ସେପ୍ଟେମ୍ବରରେ ଇମରଜେନ୍ସି ହଟାଯାଇଛି । କିନ୍ତୁ କରୋନା ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ରହିଛି । କଟକଣାକୁ ଆହୁରି ଶକ୍ତ କରାଯାଇଛି ।

ଇଥୋପିଆରେ  ଏବେ ଗୋଟିଏ ଟେବୁଲ୍‌ରେ ତିନିର ଅଧିକ ଲୋକଙ୍କ ବସିବା ଉପରେ କଟକଣା ରହିଥିବାବେଳେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନାକୁ ନେଇ ସତର୍କ ନ ରହିଲେ, ସଂକ୍ରମଣ ଆହୁରି ବଢିବ । ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଲିଓ ଟେଡେଜ କହିଛନ୍ତି ।ସୂଚନାଯୋଗ୍ୟ, ଏଠାରେ ପ୍ରାୟ 91 ହଜାର ସଂକ୍ରମିତ ମାମଲା ଆସିଥିବାବେଳେ 1400 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

ମାସ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026
Latest News

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.