Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନିଜ ମନପସନ୍ଦର ଖାଦ୍ୟର ନାଁ ଶୁଣି କୋମାରୁ ଉଠିଲେ ଯୁବକ : 62 ଦିନ ଧରି ରହିଥିଲେ କୋମାରେ
ଅନ୍ତରାଷ୍ଟ୍ରୀୟ

ନିଜ ମନପସନ୍ଦର ଖାଦ୍ୟର ନାଁ ଶୁଣି କୋମାରୁ ଉଠିଲେ ଯୁବକ : 62 ଦିନ ଧରି ରହିଥିଲେ କୋମାରେ

November 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାଇଓ୍ପାନ୍‌ : ଉତ୍ତରପଶ୍ଚିମ ତାଇଓ୍ବାନ୍‌ରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କୁହାଯାଏ, ନିଜ ମନ ପସନ୍ଦର ଖାଦ୍ୟର ନା ଶୁଣିଲେ ପାଟିରୁ ଲାଳ ଗଡିଥାଏ । କିନ୍ତୁ ଏଠାରେ କିଛି ଅଜବ ଘଟିଛି । ଖାଦ୍ୟର ନାଁ ଶୁଣି 62 ଦିନ ଧରି କୋମାରେ ରହିଥିବା ଜଣେ ରୋଗୀଙ୍କୁ ହୋସ୍‌ ଆସିଯାଇଛି । 18 ବର୍ଷୀୟ ଏହି ଯୁବକ ଜଣକ 62 ଦିନ ଧରି କୋମାରେ ରହିଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟ ନା ଶୁଣି ତାଙ୍କର ହୋସ୍‌ ଆସିଯାଇଛି ।

ଉତ୍ତରପଶ୍ଚିମ ତାଇଓ୍ବାନ୍‌ରେ ରହୁଥିବା 18 ବର୍ଷୀୟ ଚିୟୁ ସ୍କୁଟରରେ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗୁରୁତର ଅବସ୍ଥାରେ ତା୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଚିୟୁଙ୍କର ଶହାହଶ କିଡ୍‌ନୀ, ଲିଭର୍‌ରେ ଗଭୀର ଆଘାତ ଲାଗିଥିଲା । ଶରୀରରୁ ଅଧିକ ରକ୍ତ ଯାଇଥିବାରୁ ତାଙ୍କର ଛଅଟି ସର୍ଜରୀ କରାଯାଇଥିଲା । ଦୁର୍ଘଟଣା ପରେ ତାଙ୍କର ଜୀବନ ବଞ୍ଚିଯାଇଥିଲା ସତ, କିନ୍ତୁ ସେ କୋମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ଡାକ୍ତର କୋମାରୁ ବାହାର କରିବା ପାଇଁ ସବୁ ପ୍ରକାରର ଚେଷ୍ଟା ଜାରି ରଖିଥିଲେ କିନ୍ତୁ ଏଥିରେ କୌଣସି ସଫଳତା ମିଳିପାରୁନଥିଲା । ତେବେ 62 ଦିନ ପରେ ଅଚାନକ ଏକ ଚମତ୍କାର ହେଲା, ଯାହାକୁ ପରିବାର ଲୋକେ କିମ୍ବା ଡାକ୍ତର କେହି ବିଶ୍ବାସ କରିପାରୁନାହାନ୍ତି । ଚିୟୁଙ୍କ ଡବଡ ଭାଇ ମଜାକ୍‌ରେ ଚିୟୁକୁ କହିଥିଲେ ଯେ, ସେ ଚିୟୁଙ୍କ ପସନ୍ଦିତା ଖାଦ୍ୟ ଚିକେନ୍‌ ଫିଲେଟ୍‌ ଖାଇବାକୁ ଯାଉଛନ୍ତି । ଚିୟୁଙ୍କୁ ଚିକେନ ବହୁତ ପସନ୍ଦ । ନିଜ ମନପସନ୍ଦର ଖାଦ୍ୟ ନାଁ ଶୁଣି ହଠାତ୍‌ ଚିୟୁଙ୍କ ଶରୀରର ସକ୍ରିୟ ହୋଇଥିଲା । ଏହା ଦେଖି ସେ ଡାକ୍ତରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଚିୟୁଙ୍କ ପ୍ଲସ୍‌ ରେଟ୍‌ ମଧ୍ୟ ତୀବ୍ରତର ହୋଇଥିଲା । ଏହାର କିଛି ସମୟ ପରେ ସେ କୋମାରୁ ବାହାରି ଆସିଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲିଡାକ୍ତର କହିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Latest News

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.