Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇଏସଆଇଏସ୍‌ର ନରସଂହାର : 50 ଜଣଙ୍କର ମୁଣ୍ଡ କାଟି ଟୁକୁଡା ଟୁକୁଡା କଲେ
ଅନ୍ତରାଷ୍ଟ୍ରୀୟ

ଆଇଏସଆଇଏସ୍‌ର ନରସଂହାର : 50 ଜଣଙ୍କର ମୁଣ୍ଡ କାଟି ଟୁକୁଡା ଟୁକୁଡା କଲେ

November 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୋଜାମ୍ବିକ :  ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଆଇଏସଆଇଏସ୍‌ ନରସଂହାର କରିଥିବାର ସୂଚନା ରହିଛି । ଏକ ଗ୍ରାମର 50ଜଣ ଲୋକଙ୍କର ମୁଣ୍ଡ କାଟ କରିଛନ୍ତି । କ୍ୟାବୋ ଡେଲଗାଡୋ ରାଜ୍ୟର ନାଜ୍‌ବା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଆତଙ୍କୀମାନେ ଏକ ଫୁଟବଲ ପିଚ ଉପରେ 50 ଅଧିକ ଲୋକଙ୍କ ବେକ କାଟିବା ପରେ ଶବ ଗୁଡିକୁ ଟୁକୁରା ଟୁକୁରା କରି ଦେଇଥିଲେ । ଏହି 50 ଜଣଙ୍କ ମଧ୍ୟରେ ପ୍ରାୟ 15ରୁ ଅଧିକ ଶିଶୁ ରହିଛନ୍ତି । ଆତଙ୍କୀ ମାନେ ନିକଟସ୍ଥ ଏକ ଗ୍ରାମରୁ କିଛି ମହିଳାଙ୍କୁ ଉଠାଇ ଆଣି ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ।  ଆତଙ୍କୀମାନେ ସେହି ଗ୍ରାମରେ ନିଆଁ ମଧ୍ୟ ଲଗାଇଥିଲେ । ଆତଙ୍କୀ ପ୍ରପୀଡିତ ମୋଜାମ୍ବିକରେ ନିୟମିତ ଭାବରେ ଆଇଏସ ଆତଙ୍କୀ ମାନେ ଏହିପରି ନରସଂହାର କରିଥାନ୍ତି । ନିକଟରେ ଫ୍ରାନ୍ସ ପକ୍ଷରୁ ମୋଜାମ୍ବିକରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ 60ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ । ଏହାର ପ୍ରତିବାଦରେ ଆଇଏସ ପକ୍ଷରୁ ଏହି ନରସଂହାର କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.