Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇଏସଆଇଏସ୍‌ର ନରସଂହାର : 50 ଜଣଙ୍କର ମୁଣ୍ଡ କାଟି ଟୁକୁଡା ଟୁକୁଡା କଲେ
ଅନ୍ତରାଷ୍ଟ୍ରୀୟ

ଆଇଏସଆଇଏସ୍‌ର ନରସଂହାର : 50 ଜଣଙ୍କର ମୁଣ୍ଡ କାଟି ଟୁକୁଡା ଟୁକୁଡା କଲେ

November 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୋଜାମ୍ବିକ :  ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଆଇଏସଆଇଏସ୍‌ ନରସଂହାର କରିଥିବାର ସୂଚନା ରହିଛି । ଏକ ଗ୍ରାମର 50ଜଣ ଲୋକଙ୍କର ମୁଣ୍ଡ କାଟ କରିଛନ୍ତି । କ୍ୟାବୋ ଡେଲଗାଡୋ ରାଜ୍ୟର ନାଜ୍‌ବା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଆତଙ୍କୀମାନେ ଏକ ଫୁଟବଲ ପିଚ ଉପରେ 50 ଅଧିକ ଲୋକଙ୍କ ବେକ କାଟିବା ପରେ ଶବ ଗୁଡିକୁ ଟୁକୁରା ଟୁକୁରା କରି ଦେଇଥିଲେ । ଏହି 50 ଜଣଙ୍କ ମଧ୍ୟରେ ପ୍ରାୟ 15ରୁ ଅଧିକ ଶିଶୁ ରହିଛନ୍ତି । ଆତଙ୍କୀ ମାନେ ନିକଟସ୍ଥ ଏକ ଗ୍ରାମରୁ କିଛି ମହିଳାଙ୍କୁ ଉଠାଇ ଆଣି ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ।  ଆତଙ୍କୀମାନେ ସେହି ଗ୍ରାମରେ ନିଆଁ ମଧ୍ୟ ଲଗାଇଥିଲେ । ଆତଙ୍କୀ ପ୍ରପୀଡିତ ମୋଜାମ୍ବିକରେ ନିୟମିତ ଭାବରେ ଆଇଏସ ଆତଙ୍କୀ ମାନେ ଏହିପରି ନରସଂହାର କରିଥାନ୍ତି । ନିକଟରେ ଫ୍ରାନ୍ସ ପକ୍ଷରୁ ମୋଜାମ୍ବିକରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ 60ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ । ଏହାର ପ୍ରତିବାଦରେ ଆଇଏସ ପକ୍ଷରୁ ଏହି ନରସଂହାର କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026
Latest News

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.