Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପଥର ପାଲଟିଲା ସୁନା: କୋଟିପତି ହେଲେ ମତ୍ସଜୀବୀ
ଅନ୍ତରାଷ୍ଟ୍ରୀୟ

ପଥର ପାଲଟିଲା ସୁନା: କୋଟିପତି ହେଲେ ମତ୍ସଜୀବୀ

December 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ୟାଙ୍କକ୍: ପଥର କେବେ ସୁନା ପାଲଟିବାର ଦେଖିଛନ୍ତି। ଏପରି ଏକ ଘଟଣା ଥାଇଲାଣ୍ଡରେ ଘଟିଛି। ଏଠାରେ ଜଣେ ମତ୍ସ୍ୟଜୀବୀ ପାଇଥିବା ପଥର ଖଣ୍ଡ ସୁନାରେ ପରିଣତ ହୋଇଛି। ତେବେ ଆସନ୍ତୁଜାଣିବା ପୂରା ଘଟଣାଟି କ’ଣ। ମାଛ ବିକ୍ରି କରି ଅନେକ ମତ୍ସ୍ୟଜୀବୀ କୋଟିପତି ହୋଇଥିବା କଥା ଆମେ ଜାଣିଛେ। ହେଲେ ମାଛର ବାନ୍ତି ବିକ୍ରି କରି ଜଣେ ମତ୍ସ୍ୟଜୀବୀ କୋଟିପତି ହୋଇପାରିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ପୂରା ସତ।

ଥାଇଲାଣ୍ଡର ଜଣେ ମତ୍ସ୍ୟଜୀବୀ ଏଭଳି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି। ସେ ଯାହାକୁ ପଥର ଖଣ୍ଡ ବୋଲି ଭାବୁଥିଲେ ତାହା ତାଙ୍କ ପାଇଁ ସୁନା ପାଲଟି ଯାଇଛନ୍ତି। ଏହି ପଥର ଖଣ୍ଡଟି ହେଉଛି ବାସ୍ତବରେ ସାର୍କର ବାନ୍ତି। ଯାହାକୁ ସମୁଦ୍ରର ଗୁପ୍ତଧନ ବୋଲି କୁହାଯାଏ। ଏଥିରେ ଗନ୍ଧହୀନ ଆଲକହଲ ଥାଏ। ବିଶେଷକରି ଅତର ବାସ୍ନାକୁ ଦୀର୍ଘ ସମୟ ରଖିବା ପାଇଁ ଏହା ବ୍ୟବହୃତ ହୋଇଥାଏ।

କେତେକଙ୍କ ମତରେ ସାର୍କର ଶରୀରରୁ ଏହି ସ୍ୱତନ୍ତ୍ର ଉପାଦାନ ବାହାରିଥାଏ। ଏହା ସାହାଯ୍ୟରେ ସାର୍କ ନିଜ ଖାଦ୍ୟ ଖାଇଥାଏ। କିନ୍ତୁ କେତେକ ଏହା ସାର୍କର ମଳ ବୋଲି ଦାବି କରୁଛନ୍ତି। ତେବେ ସେ ଯାହାହେଉନା କାହିଁକି ଥାଇଲାଣ୍ଡର ନାରିସ ସୁଆନସାଙ୍ଗ ପାଇଥିବା ଏହି ସାର୍କ ବାନ୍ତିର ଓଜନ ପ୍ରାୟ ୧୦୦ କେଜି ରହିଛି। ଜଣେ ବ୍ୟବସାୟୀ କିଲୋପିଛା ୨୩୭୪୦ ପାଉଣ୍ଡ ଦେବାକୁ କହିଥିବାବେଳେ ଏହାର ସୁରକ୍ଷା ପାଇଁ ପୁଲିସର ସାହାରା ନେଇଛନ୍ତି ନାରିସ। ମାସକୁ ମାତ୍ର ୩୨ ହଜାର ଟଙ୍କା ରୋଜଗାର କରୁଥିବା ଏହି ମତ୍ସ୍ୟଜୀବୀ ଜଣକ କୋଟିପତି ହୋଇଛନ୍ତି।

କୋଟିପତି ମତ୍ସଜୀବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.