Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ବର୍ଷରେ ଏହି ରାଶିମାନଙ୍କୁ ମିଳିବ ଶୁଭ ଫଳ, କ୍ୟାରିଅରରେ ହେବ ଉନ୍ନତି
ଆଜିର ଖବର

ନୂତନ ବର୍ଷରେ ଏହି ରାଶିମାନଙ୍କୁ ମିଳିବ ଶୁଭ ଫଳ, କ୍ୟାରିଅରରେ ହେବ ଉନ୍ନତି

December 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୨୦୨୦ ସରିବାକୁ ଆଉ ମାତ୍ର ୧୨ ଦିନ ରହିଛି। ୨୦୨୦ ବିଦାୟ ନେବ ଆଉ ଆସିବ ୨୦୨୧ ମସିହା। ନୂଆ ବର୍ଷକୁ ନେଇ ସମେସ୍ତ ଉତ୍ସାହିତ ରହିଛନ୍ତି। ନୂଆ ବର୍ଷ କେମିତି କଟିବ ସେନେଇ ମଧ୍ୟ ସମେସ୍ତ ଉଦ୍‌ବିଗ୍ନ ରହିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତଙ୍କଚାକିରି ତଥା କ୍ୟାରିଅର ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ସମେସ୍ତ ନୂତନ ବର୍ଷକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୧ ବର୍ଷରେ କେଉଁ ରାଶିମାନଙ୍କ ଚାକିରି ଅଥବା କ୍ୟାରିଅରରେ ଉନ୍ନତି ଆଣିବ।

ମେଷ: ନୂଆ ବର୍ଷ ଅର୍ଥାତ୍‌ ୨୦୨୧ ମସିହା ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ରହିବ। ଏହି ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କର ମନୋକାମନା ପୂର୍ଣ୍ଣ ହେବ। ମେଷ ରାଶିବାଲା ନିଜର ଲକ୍ଷ୍ୟ ପୂରଣ କରିପାରିବେ। ନୂଆ ବର୍ଷରେ ଆପଣଙ୍କ ସିନିଅରମାନେ ଆପଣଙ୍କ କାମର ପ୍ରଶଂସା କରିବେ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଜାନୁଆରୀ, ଏପ୍ରିଲ୍‌ ଓ ସେପ୍ଟେମ୍ବର ମାସଟି ବେଶ୍‌ ଫଳପୂର୍ଣ୍ଣ ରହିବ।

ମିଥୁନ: ନୂଆବର୍ଷ  ମିଥୁନ ରାଶି ଲୋକଙ୍କ ପାଇଁ ବହୁତ ଖୁସି ନେଇ ଆସିବ। ଏହି ରାଶିର ବ୍ୟକ୍ତିମାନଙ୍କର ପ୍ରମୋସନ ହେବାର ଯୋଗ ରହିଛି। ଟ୍ରାନ୍ସଫର ଅଥବା ଚାକିରି ପରିବର୍ତ୍ତନ ନେଇ ମଧ୍ୟ ସୁଯୋଗ ରହିଛି।

ବିଛା: ଏହି ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇପାରିବେ। ଯଦି ଆପଣ ଚାକିରି ପରିବର୍ତ୍ତନ ବା ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟିକିଏ ସାବଧାନ ଅବଲମ୍ବନ କରନ୍ତୁ। ଏହି ରାଶିର ବ୍ୟବସାୟୀମାନଙ୍କ ପାଇଁ ଜାନୁଆରୀ ଫେବୃଆରୀ, ଜୁଲାଇ ଓ ଅଗଷ୍ଟ ମାସ ବେଶ୍‌ ଶୁଭପ୍ରଦ ରହିବ।

ମକର: ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୧ ମସିହା ବେଶ୍‌ ଶୁଭପ୍ରଦ ରହିବ। ଚାକିରି ଖୋଜୁଥିବା ଲୋକମାନେ ନୂତନ ଚାକିରି ପାଇବେ। ତେବେ ଏହି ରାଶିର ବ୍ୟବସାୟୀମାନଙ୍କଠାରେ ଉତ୍ଥାନ ପତନ ଦେଖିବାକୁ ମିଳିବ।

ମୀନ: ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୧ ମସିହାର ପ୍ରାରମ୍ଭ ବେଶ୍‌ ଭଲ ରହିବ। ବର୍ଷର ପ୍ରଥମାର୍ଦ୍ଧରେ ସବୁ କାମରେ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ଉପାର୍ଜନ କରିବାର ସୁଯୋଗ ମିଳିବ।

ନୂତନ ବର୍ଷ ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025

୧୪୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଆରଜେଡି, ତେଜ ପ୍ରତାପ ଯାଦବଙ୍କ ବିରୋଧରେ ଦେଲା ପ୍ରାର୍ଥୀ

October 20, 2025
Latest News

ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

October 20, 2025

ପାଞ୍ଚ ଦିନ ମଧ୍ୟରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ?: ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ବଢିଲା ରାଜନୈତିକ ଚର୍ଚ୍ଚା

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.