ସମୁଦ୍ର ଭିତରକୁ ଲମ୍ପ ପ୍ରଦାନ କଲେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ, ଜାଣନ୍ତୁ କାରଣ

Published: Feb 25, 2021, 3:35 pm IST

ତିରିଭୂନ୍ତପୁରମ, କେରଳ ଗସ୍ତରେ ଥିବା କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ସମୁଦ୍ର ଭିତରକୁ ଲମ୍ପ ପ୍ରଦାନ କରିଛନ୍ତି। ଗତକାଲି ସେ ଏବଂ ତାଙ୍କ ସାଥୀରେ କେତେକ ମତ୍ସ୍ୟଜୀବୀ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଲମ୍ବ ପ୍ରଦାନ କରିଥିଲେ। ତେବେ ଏହାର କିଛି କାରଣ ନ ଥିଲା। କେରଳ ନିର୍ବାଚନ ଆଗକୁ ଥିବାରୁ ରାହୁଳ ଗାନ୍ଧୀ ସେଠାକୁ ପ୍ରଚାରରେ ଯାଇଥିଲେ।

ରାହୁଳ ଗାନ୍ଧୀ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମନ ହରଣ କରିବା ପାଇଁ ସେ ସେମାନଙ୍କ ସହିତ ସମୁଦ୍ର ରେ ପହଁରିଥିଲେ। କେରଳର କୋଲାମ ଜିଲ୍ଲାର ଥାନାଙ୍ଗାସାରୀ ବେଳାଭୂମିରେ ରାହୁଳ ପହଁରିଥିଲେ। ସେ ପ୍ରାୟ 10 ମିନିଟ ଧରି ସମୁଦ୍ର ଭିତରେ ପହଁରିଥିଲେ।

Related posts