ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ, ଶୁକ୍ରବାର ଦିନ ଏହି ମନ୍ତ୍ର ଜପ କରନ୍ତୁ, ରହିବ ନାହିଁ ଅର୍ଥର ଅଭାବ

Published: Jun 24, 2022, 8:33 am IST

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ଏବଂ ସମୃଦ୍ଧତା ଆଣିଥାଏ ଏବଂ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ସନ୍ତୋଷୀ ମାତାଙ୍କ ପୂଜାପାଠ ସମୟରେ ଏହି ମନ୍ତ୍ର ଜପ କରିବା ଶୁଭ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ମନ୍ତ୍ରଗୁଡ଼ିକ କ’ଣ?…..

ମା’ ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର:

ऊँ श्रींह्रीं श्रीं कमले कमलालये प्रसीद प्रसीद श्रीं ह्रीं श्रीं ऊँ महालक्ष्मी नम:।

ଅର୍ଥ ସମସ୍ୟା ଦୂର କରିବା ପାଇଁ ମନ୍ତ୍ର:

ऊँ ह्रीं श्री क्रीं क्लीं श्री लक्ष्मी मम गृहे धन पूरये, धन पूरये, चिंताएं दूरये-दूरये स्वाहा:।

ଶ୍ରୀ ଲକ୍ଷ୍ମୀ ମହାମନ୍ତ୍ର:

ऊँ श्रीं ल्कीं महालक्ष्मी महालक्ष्मी एह्येहि सर्व सौभाग्यं देहि मे स्वाहा।।

ସମସ୍ତ ମନସ୍କାମନା ପାଇଁ ଲକ୍ଷ୍ମୀ ମନ୍ତ୍ର:

श्रीं ह्रीं क्लीं ऐं कमलवासिन्यै स्वाहा।

ସଫଳତା ପାଇଁ ଲକ୍ଷ୍ମୀ ମନ୍ତ୍ର:

ॐ श्रीं ह्रीं क्लीं श्री सिद्ध लक्ष्म्यै नम:

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଲକ୍ଷ୍ମୀ ମନ୍ତ୍ର:

लक्ष्मी नारायण नम:

ସୁଖ ଏବଂ ସମୃଦ୍ଧତା ପାଇଁ ମା ଲକ୍ଷ୍ମୀଙ୍କ ମନ୍ତ୍ର:

या रक्ताम्बुजवासिनी विलासिनी चण्डांशु तेजस्विनी।
या रक्ता रुधिराम्बरा हरिसखी या श्री मनोल्हादिनी॥
या रत्नाकरमन्थनात्प्रगटिता विष्णोस्वया गेहिनी।
सा मां पातु मनोरमा भगवती लक्ष्मीश्च पद्मावती ॥

Related posts