Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲ୍‌ ଦିଗରେ ଶୋଉଛନ୍ତି କି?, ଜାଣି ରଖନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ପାଇପାରିବେ ଲାଭ
ଆଜିର ଖବର

ଭୁଲ୍‌ ଦିଗରେ ଶୋଉଛନ୍ତି କି?, ଜାଣି ରଖନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ପାଇପାରିବେ ଲାଭ

January 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ରରେ ଦିଗଗୁଡିକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ। ଶୋଇବା ସମୟରେ ମୁଣ୍ଡ ଓ ଗୋଡ ସଠିକ୍‌ ଦିଗରେ ରହିବା ଉଚିତ୍‌। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେମିତି ପୌଷ୍ଟିକ ଆହାର ଆବଶ୍ୟକ, ସେହିପରି ନିୟମିତ ଦିନଚର୍ଯ୍ୟା ପାଇଁ ଉତ୍ତମ ନିଦ୍ରା ମଧ୍ୟ ଆବଶ୍ୟକ।

କିଛି ଲୋକେ ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି, ଯାହାଫଲରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ। ବାସ୍ତୁ ଶାସ୍ତ୍ରରେ ସଠିକ୍‌ଦିଗରେ ଶୋଇବାକୁ ନିର୍ଦ୍ଦେଶ ରହିଛି। ତେବେ ଆସନ୍ତୁଜାଣିବା  ସେ ସମ୍ପର୍କରେ।

-ବାସ୍ତୁ ଅନୁସାରେ ଉତ୍ତର ତଥା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ନାକାରାତ୍ମକ ଶକ୍ତି ଓ ଚିନ୍ତା ବଢିଥାଏ। ଏଥିପାଇଁ ଆମକୁ ସର୍ବଦା ଦକ୍ଷିଣ ତଥା ପୂର୍ବ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ।

-ଅବିବାହିତା ଝିଅମାନେ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦରକାର। ସେମାନେ କଦାପି ବି ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଅନୁଚିତ୍‌। ସେହିପରି ବିବାହ ଯୋଗ୍ୟ ଝିଅ ଓ ପୁଅମାନେ ଉତ୍ତର ଦିଗକୁ ଗୋଡ କରି ଶୋଇବା ଶୁଭ ହୋଇଥାଏ।

-ଘରର ବାୟୁ କୋଣରେ ବିବାହିତ ମହିଳାମାନେ ଶୋଇବା ଅନୁଚିତ। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଅଲଗା ଘର କରିବାର ଚିନ୍ତା ଆସିଥାଏ।

-ବାସ୍ତୁ ଅନୁସାରେ କୁମାରୀଁ ଝିଅମାନେ ଉତ୍ତମ ପଶ୍ଚିମ ଦିଗରେ ଶୋଇବା ଦ୍ବାରା ବିବାହ ଯୋଗ୍ୟ ମଜବୁତ୍‌ ହୋଇଥାଏ।

-ସେହିପରି ସକାଳ ଓ ସନ୍ଧ୍ୟାରେ ଘରେ କର୍ପୂର ଜଳାଇବା ଦ୍ବାରା ନାକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସେହିପରି ଅଗ୍ନି କୋଣ ଅର୍ଥାତ୍‌ ଦକ୍ଷିଣ – ପୂର୍ବ ଦିଗରେ ସନ୍ଧ୍ୟା ସମୟରେ କର୍ପୂର ଜଳାଇବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

-ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍‌ର ଫୁଲ ତଥା ଗଛ ରଖିବା ଅନୁଚିତ, ଏହା ଦ୍ବାରା ଘରକୁ ଦରିଦ୍ର ଆସିଥାଏ।

-ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଏରୁଣ୍ଡିରେ ହଳଦୀରେ ସ୍ବାତ୍ତ୍ବିକ ଚିହ୍ନ ତିଆରି କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।

ଉତ୍ତମ ସ୍ବାସ୍ଥ୍ୟ କର୍ପୂର ବାସ୍ତୁଶାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Latest News

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.