Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଘଟଣା ପାଇଁ ଦାୟୀ କେଉଁ ଗ୍ରହ: ଜାଣନ୍ତୁ ଓ କରନ୍ତୁ ମହାଉପାୟ
ଆଜିର ଖବର

ଦୁର୍ଘଟଣା ପାଇଁ ଦାୟୀ କେଉଁ ଗ୍ରହ: ଜାଣନ୍ତୁ ଓ କରନ୍ତୁ ମହାଉପାୟ

January 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ?

– ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।

– ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।

– ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।

– ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ:

– ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

– ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

– ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ।

– ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ:

– ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ।

– ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ।

– ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ।

ଉପାୟ:

– ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ।

– ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

– ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ।

– ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ।

– ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ।

– ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ:

– ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ।

– ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି।

– ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ:

– ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

– ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ

– ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

– ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

ଦୁର୍ଘଟଣା ମଙ୍ଗଳ ରାହୁ ଶନି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.