Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ତାନମାନଙ୍କୁ କିପରି ପାଳନ କରିବେ?: ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଅଦ୍ଭୁତ ଉପଦେଶ
ଆଜିର ଖବର

ସନ୍ତାନମାନଙ୍କୁ କିପରି ପାଳନ କରିବେ?: ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଅଦ୍ଭୁତ ଉପଦେଶ

January 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ।

ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି ବୟସ ହେବା ପରେ ତାହାକୁ ଯଦି ଶାସନ କରିବେ ତେବେ ସେ ତାହା ଗ୍ରହଣ କରିବ ନାହିଁ। ସେଥିପାଇଁ କେଉଁ ବୟସରେ ପିଲାମାନଙ୍କ ପ୍ରତି କଣ କରିବା ଉଚିତ ତାହା ସୁନ୍ଦର ଭାବ ଚାଣକ୍ୟ ବର୍ଣ୍ଣନା କରିଛନ୍ତି।

ଅଦ୍ଭୁତ ଉପଦେଶ ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଆଜି ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

August 7, 2025

‘ଆମର କୃଷକଙ୍କ ସ୍ୱାର୍ଥ ସହ ସାଲିସ କରିବୁ ନାହିଁ’: ଟ୍ରମ୍ପଙ୍କ ନାମ ନ ନେଇ ଆମେରିକାକୁ ସିଧାସଳଖ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଆଜି ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

August 7, 2025

‘ଆମର କୃଷକଙ୍କ ସ୍ୱାର୍ଥ ସହ ସାଲିସ କରିବୁ ନାହିଁ’: ଟ୍ରମ୍ପଙ୍କ ନାମ ନ ନେଇ ଆମେରିକାକୁ ସିଧାସଳଖ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଭାରତକୁ ଶୁଳ୍କ ଜାଲରେ ଫସାଇବା ପରେ ମୁନିରଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ, ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବଢୁଛି ଘନିଷ୍ଠତା?

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.