Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜଠାରୁ 66 ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ବୃଦ୍ଧ
ଆଜିର ଖବର

ନିଜଠାରୁ 66 ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ବୃଦ୍ଧ

March 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଣ୍ଡୋନେସିଆ :  ବୟସ ସମ୍ପର୍କର ମାପକାଠି ନୁହେଁ, ଏହା କେବଳ ଏକ ନମ୍ବର । ସମୟ ବଦଳିବା ସହ ବିବାହର ବୟସ ଓ ସମ୍ପର୍କ ମଧ୍ୟ ବଦଳିବାରେ ଲାଗିଛି । କେତେବେଳେ କନ୍ୟା ବରଠାରୁ ବଡ ହେଲାଣି ତ କେତେବେଳେ ସାନ । ବୟସରେ ଢେର ବ୍ୟବଧାନ ରହିଥିବା ଏକ ଆରେଞ୍ଜ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା ହୋଇଛି।

ଇଣ୍ଡୋନେସିଆଠାରେ 103 ବର୍ଷୀୟ ବୃଦ୍ଧ ନିଜଠାରୁ 66 ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। 103 ବର୍ଷୀୟ ପୁଆଙ୍ଗ କଟ୍ଟେ 37 ବର୍ଷୀୟା ଇଣ୍ଡୋ ଅଲଙ୍ଗଙ୍କ ସହ ବିବାହ କରିଛନ୍ତି। ଫେସ୍‌ବୁକ୍‌ ଓ ଟୁଇଟର୍‌ରେ ଏହି  ବିବାହ ଫଟୋକୁ ଭାଇରାଲ୍‌ ହେବା ପରେ ଏହି ଆରେଞ୍ଜ୍‌ ମ୍ୟାରେଜ୍‌ ବିରୋଧରେ ସ୍ବର ଉଠାଇଛନ୍ତି ଲୋକେ । ମିଳିଥିବା ସୂଚନା ଅନୁସାରେ ପୁଆଙ୍ଗ୍‌ ଜଣେ ଡଚ୍‌ କର୍ଣ୍ଣଲ୍‌ । ତେବେ ବିବାହ ପରେ ଦୁହିଁଙ୍କ ବୟସର ତାରତମ୍ୟକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ସେହିପରି ଏହି ବାହାଘରରେ ଦିଆଯାଇଥିବା ଯୌତୁକକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ପୁଆଙ୍ଗ କନ୍ୟା ଘରକୁ ମାତ୍ର 25,000ଟଙ୍କା ସହିତ ଏକ ସୁନା ମୁଦି ଦେଇ ବିବାହ କରିଛନ୍ତି । ବିବାହ ପରେ ଦୁହେଁ ସୁଲୋବେସିଠାରେ ଅବସ୍ଥାନ କରୁଛନ୍ତି ।  ତେବେ ପୂର୍ବରୁ ମଧ୍ୟ ଏହିପରି କାହାଣୀ ସାମ୍ନାକୁ ଆସିଛି । 2017 ମସିହାରେ ଜଣେ 76 ବର୍ଷୀୟ ବୃଦ୍ଧ ଜଣେ 16 ବର୍ଷର କନ୍ୟାଙ୍କୁ ବିବାହ କରିଥିଲେ । ସେହିପରି 2010 ମସିହାରେ ଜିମ୍ବାଓ୍ବେରେ ଜଣେ 70 ବର୍ଷୀୟ ବୃଦ୍ଧଙ୍କୁ 23 ବର୍ଷର କନ୍ୟା ବିବାହ କରିଥିଲେ । ବଲିଉଡ୍‌ ଲୋକପ୍ରିୟ ମଡେଲ୍‌ ତଥା ଅଭିନେତା ମିଲିନ୍ଦ ସୋମନ୍‌ 53 ବର୍ଷ ବୟସରେ ନିଜଠାରୁ ସାନ 26 ବର୍ଷ ସାନ ଅଙ୍କିତାଙ୍କୁ ବିବାହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026
Latest News

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.