Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧନତେରାସ ଦିନ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ବର୍ଷ ସାରା ଘରେ ରହିବ ସୁଖ-ସମୃଦ୍ଧି
ଆଜିର ଖବର

ଧନତେରାସ ଦିନ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ବର୍ଷ ସାରା ଘରେ ରହିବ ସୁଖ-ସମୃଦ୍ଧି

November 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧନତରାସ
ଧନତରାସରେ କେବଳ ସୁନା ନୁହେଁ, ଯଦି ଆପଣଙ୍କ ଆଖିରେ ଏହା ପଡେ ତେବେ ତାହା ଶୁଭପ୍ରଦ

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।  ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି।

What is Gold Vermeil Jewelry and Should I Buy It? – Jewelry Guide

ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ ଧନତେରାସ ଦିନ ସୁନା ରୂପା ନ କିଣି ମଧ୍ୟ ଆପଣ ଅନ୍ୟ କିଛି କିଣି ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଧନତେରାସ ଅବସରରେ କେଉଁ କେଉଁ ସାମଗ୍ରୀ ଆଣିଲେ  ଶୁଭ ଓ ସମୃଦ୍ଧି ହୋଇଥାଏ ।

धन एवं सौभाग्य दिलाएंगे पीतल के बर्तन, पढ़ें 6 टिप्स | Webdunia Hindi

ପିତଳ : ଧନତେରାସ ଦିନ ପିତଳ ବସ୍ତୁ କିଣିବା ଦ୍ବାରା ସେତିକି ଶୁଭ ହୋଇଥାଏ, ଯେତିକି ସୁନା ଓ ରୂପା କିଣିବା ଦ୍ବାରା ହୋଇଥାଏ। ସୁନା-ରୂପା ପରେ ପିତଳ ଅତ୍ୟନ୍ତ ଶୁଭଧାତୁ ବୋଲି ବିବେଚନା କରାଯାଇଥାଏ । ଧନତେରାସ ଦିନ ପିତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କର ପୂଜା କରିପାରିବେ ।

Coriander Seeds 100gms | | NamasteKisan

ଧନିଆ : ଧନତେରାସ ଦିନ ଆପଣ ଧନିଆ ମଧ୍ୟ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧନିଆ ଧନ ବୃଦ୍ଧି କରିଥାଏ । ଧନତେରାସ ଦିନ ଆପଣ ଧନିଆ କିଣି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିପାରିବେ । ଏହାପରେ ଏହି ଧନିଆରୁ କିଛି ନେଇ ଏକ କୁଣ୍ଡରେ ପୋତିଦେବେ । ଯଦି ଏହି ଧନିଆରୁ ଗଛ ବାହାରିବେ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଓ ସମୃଦ୍ଧି ରାଜ କରିବ।

घर में इस जगह रखें झाड़ू, हो जाएंगे मालामाल, बनी रहेगी मां लक्ष्मी की कृपा  - always-the-broom-will-kept-in-this-place-at-home-and-other-place

ଝାଡୁ :  ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କର ଅନ୍ୟତମ ରୂପ । ଧନତେରାସ ଦିନ ଝାଡୁ କିଣିବା ଦ୍ବାରା ମାତା ଲକ୍ଷ୍ମୀ ଗୃହପ୍ରବେଶ କରିଥା’ନ୍ତି । ଝାଡୁ ଦ୍ବାରା ଘରର ମଇଲାସଫଳା ହୋଇଥାଏ । ସେହିପରି ଏହି ଦିନ ଘରକୁ ଝାଡୁ ଆଣିବା ଦ୍ବାରା ଘରେ ନକାରାତ୍କ ଶକ୍ତି ଦୂର ହୋଇଥାଏ ।

Paddy Tree Stock Photo, Picture And Royalty Free Image. Image 19497820.

ଅକ୍ଷତ : ଧନତେରାସ ଦିନ ଅକ୍ଷତ ଅର୍ଥାତ୍‌ ଧାନ ବା ଚାଉଳ ଆଣିବା ଉଚିତ୍‌ । ଶାସ୍ତ୍ରରେ କୁହାଯାଇଛି ଯେ, ଅନ୍ନ ରେ ଧାନ କିମ୍ବା ଚାଉଳକୁ ସବୁଠୁ ଅଧିକ ଶୁଭ ହୋଇଥାଏ । ଏହା ଦ୍ବାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଯିଏ ଧନତେରାସ ଦିନ ଧନ କିମ୍ବା ଚାଉଳ କିଣି ଘରକୁ ଆଣିଥା’ନ୍ତି । ତା’ର ବୈଭବ ଓ ଐଶ୍ବର୍ଯ୍ୟରେ ଅନନ୍ତ ବୃଦ୍ଧି ହୋଇଥାଏ ।ଧାନ ବା ଚାଉଳ ସୁନା ପରି ଲାଭ ହୋଇଥାଏ ।

ଧନତେରାସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.