Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’
ବିଶେଷ ଖବର

ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

September 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡସ (ଓସ୍କାର ୨୦୨୭) ପାଇଁ ଭାରତର ଆଧିକାରିକ ମନୋନୟନ ଭାବେ ଚୟନ ହୋଇଛି ମରାଠୀ ଚଳଚ୍ଚିତ୍ର ‘ଗୋନ୍ଧଲ’। ‘ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ’ (ଏଫଏଫଆଇ) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ‘ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ’ ବିଭାଗ ପାଇଁ ଦେଶର ମୋଟ ୩୩ଟି ଉଚ୍ଚକୋଟୀର ସିନେମା ମଧ୍ୟରୁ ‘ଗୋନ୍ଧଲ’କୁ ଶ୍ରେଷ୍ଠ ଭାବେ ବଛାଯାଇଥିବା ଚୟନ କମିଟିର ଅଧ୍ୟକ୍ଷ ପି. ଶେଷାଦ୍ରି ସୂଚନା ଦେଇଛନ୍ତି। ସନ୍ତୋଷ ଦାବଖରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଗ୍ରାମୀଣ ମହାରାଷ୍ଟ୍ରର ପୃଷ୍ଠଭୂମିରେ ଗତିଶୀଳ। ଏକ ନବଦମ୍ପତିଙ୍କୁ କେନ୍ଦ୍ର କରି ଗୋଟିଏ ରାତିରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ପୂଜାବିଧି (‘ଗୋନ୍ଧଲ’ ଅନୁଷ୍ଠାନ) ଉପରେ ଚଳଚ୍ଚିତ୍ରଟି ସୁନ୍ଦର ଭାବେ ଆଧାରିତ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଚୟନ କମିଟି ଅଧ୍ୟକ୍ଷ ପି. ଶେଷାଦ୍ରି କହିଛନ୍ତି, “ଏହି ବର୍ଷ ପ୍ରତିଯୋଗିତାରେ ୪ଟି ମରାଠୀ, ୧୪ଟି ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ୩୩ଟି ସିନେମା ସାମିଲ ଥିଲା। ଗତ ୧୦ ଦିନ ଧରି ନିରବଚ୍ଛିନ୍ନ ସ୍କ୍ରିନିଂ ଓ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ତଥା ମରାଠୀ ସିନେମା ଜଗତ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ।” ଶ୍ରେଷ୍ଠ ୩ ତାଲିକାର ଅନ୍ତିମ ପର୍ଯ୍ୟାୟରେ ‘ଗୋନ୍ଧଲ’ ବ୍ୟତୀତ ‘ଅଙ୍ଘ’ ଏବଂ ‘ଇକ୍କିସ୍’ ଚଳଚ୍ଚିତ୍ର ଦ୍ୱୟ ଶ୍ରେଷ୍ଠ ୩ଟି ସିନେମା ତାଲିକାରେ କଡ଼ା ପ୍ରତିଯୋଗିତା କରିଥିଲେ।

ଓସ୍କାର ୨୦୨୭ ଗୋନ୍ଧଲ ମରାଠୀ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ

September 19, 2026

ପାକ୍ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୨୭ ମୃତ, ୭୦ରୁ ଊର୍ଦ୍ଧ୍ୱ ଆହତ

September 19, 2026

ଭାରତ-ପାକ୍ ହ୍ୟାଣ୍ଡ୍‌ସେକ୍ ବିବାଦ: ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ହେବ-କପିଳଦେବ

September 19, 2026

Coffee Side Effects: ଅଧିକ କଫି ପିଉଛନ୍ତି କି? ଜାଣନ୍ତୁ ସାଇଡ୍ ଇଫେକ୍ଟ

September 19, 2026
Latest News

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026

ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ

September 19, 2026

ପାକ୍ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୨୭ ମୃତ, ୭୦ରୁ ଊର୍ଦ୍ଧ୍ୱ ଆହତ

September 19, 2026

ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

September 19, 2026

ଭାରତ-ପାକ୍ ହ୍ୟାଣ୍ଡ୍‌ସେକ୍ ବିବାଦ: ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ହେବ-କପିଳଦେବ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.