Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଗବତଙ୍କ ବୟାନକୁ ଟାର୍ଗେଟ୍‌ କଲେ ସୋନମ୍‌
ଆଜିର ଖବର

ଭାଗବତଙ୍କ ବୟାନକୁ ଟାର୍ଗେଟ୍‌ କଲେ ସୋନମ୍‌

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ତଲାକ୍‌କୁ ନେଇ ଦେଇଥିବା ବୟାନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାକୁ ନେଇ ମୋହନଙ୍କୁ ଟାର୍ଗେଟ୍‌ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର୍‌। ସୋନମ୍‌ ମୋହନଙ୍କ ବୟାନକୁ ତୀବ୍ର ନିନ୍ଦା କରି କହିଛନ୍ତି ଯେ, – କୋଉ ବୁଦ୍ଧିମାନ ବ୍ୟକ୍ତି ଏପରି କଥା କୁହନ୍ତି ?’ ଏହା ଏକ ମୂର୍ଖତାପୂର୍ଣ୍ଣ ବୟାନ। ତେବେ ସୋନମ୍‌ଙ୍କ ଏହି ଟୁଇଟ୍‌କୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ମୋହନଙ୍କ ବୟାନ ଭର୍ସେସ୍‌ ସୋନମଙ୍କ ନିନ୍ଦାକୁ ନେଇ ସୋସିଆଲ୍‌ ମିଡିଆରେ ଦୁଇ ଗୋଷ୍ଠୀ ହୋଇଯାଇଛନ୍ତି। ଅନେକେ ସୋନମ୍‌ଙ୍କୁ ବିରୋଧ କରୁଥିବାବେଳେ ଅନେକ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ମୋହନ ଭାଗବତ ତଲାକ୍‌କୁ ନେଇ କହିଥିଲେ ଯେ, ‘ଆଜିକାଲି ସମାଜରେ ତଲାକ୍‌ ମାମଲା ବଢିବାରେ ଲାଗିଛି। ସମ୍ପନ୍ନ ତଥା ଶିକ୍ଷିତ ପରିବାରରେ ଏହା ବେଶି ଦେଖାଯାଉଛି। କାରଣ ଶିକ୍ଷା ଓ ସମ୍ପନ୍ନତା ମଣିଷ ଭିତରେ ଗର୍ବ ଓ ଉଦ୍ଧତପଣିଆ ଆସୁଛି। ଏହାର ପରିଣାମ ସ୍ବରୂପ ପରିବାର ଭିତରେ ଫାଟ ସୃଷ୍ଟି ହେଉଛି। (ଏଜେନ୍ସି)

mohanbhagabat sonamkapur
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.