Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ରଣବୀର୍‌ଙ୍କ ଗୋଲ୍ଡେନ୍‌ ଆଉଟ୍‌ଫିଟ୍‌ : ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଲେ ପ୍ରଶଂସକ
ଆଜିର ଖବର

ଚର୍ଚ୍ଚାରେ ରଣବୀର୍‌ଙ୍କ ଗୋଲ୍ଡେନ୍‌ ଆଉଟ୍‌ଫିଟ୍‌ : ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଲେ ପ୍ରଶଂସକ

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ନିଜ ଫ୍ୟାଶନ ତଥା ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ରଣବୀର୍‌ ସିଂଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୈନନ୍ଦୀନ ଜୀବନ ହେଉ ଅଥବା କୌଣସି ରାମ୍ପ୍‌ ଶୋ’ କି ଇଭେଟ କିମ୍ବା ଫିଲ୍ମ ପ୍ରମୋସନ ସବୁ ଜାଗାରେ ତାଙ୍କ ଆଉଟ୍‌ଫିଟ୍‌କୁ  ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଏବେ ରଣବୀର୍‌ଙ୍କ ଲୁକ୍‌କୁ ନେଇ ଲୋକଙ୍କ ହୋସ୍‌ ଉଡିଯାଇଛି । ଫିଲ୍ମଫେୟାର୍‌ 2020ରେ ସାମିଲ୍‌ ହେବା ପାଇଁ ଆସାମର ଗୌହ୍ବାଟୀଠାରେ ରଣବୀର ସିଂହ ପହଞ୍ଚିଥିଲେ । ଏଠାରେ ସେ ଷ୍ଟାଇଲିଶ୍‌ ପ୍ରିଣ୍ଟେଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । କିନ୍ତୁ ସବୁଠୁ ବେଶି ଚର୍ଚ୍ଚାରେ ରହିଥିଲା ତାଙ୍କର  ଚମକିଲା ଗୋଲ୍ଡେନ୍‌ ସୁଟ୍‌ ।ରଣବୀର ଗୋଲ୍ଡେନ୍‌ ସୁଟ୍‌  ସହିତ ବ୍ଲାକ୍‌ ହାଇ ନେକ୍‌ ଓ କ୍ୟାପ୍‌ ପିନ୍ଧିଥିବାର ନଜର ଆସିଥିଲେ। ରଣବୀର୍‌ ଏଥିରେ ବ୍ଲାକ୍‌ ଚଷମା ଲଗାଇବା ସହିତ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ । ରଣବୀର୍‌ଙ୍କ ଏହି ଲୁକ୍‌କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସହିତ କମେଣ୍ଟ ଜାରି ରହିଛି । କେହି କେହି ତାଙ୍କୁ ଚାନ୍ଦକୁ ଯିବାର ପ୍ରସ୍ତୁତି ବୋଲି କହିବା ସହିତ କେହି କେହି ତାଙ୍କୁ ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଛନ୍ତି। ଆଉ କେହି କେହି ତାଙ୍କୁ ଗିପ୍ଟ ପେପର୍‌ରେ ଗୁଡେଇ ହୋଇଥିବାର କହିଛନ୍ତି । ଫିଲ୍ମଫେୟାର 2020ରେ ରଣବୀରଙ୍କ ଅଭିନୀତ ‘ଗଲିବୟ’କୁ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତା ସହିତ 10ଟି ଫୁରସ୍କାର ମିଳିଛି । (ଏଜେନ୍ସି)

ranbeersingh
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Latest News

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.