Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ନୂଆ ଭୋଟର ତାଲିକା, ଯୋଗ ହେଲେ ୩ ଲକ୍ଷ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଜାତୀୟ ଖବର

ଆସିଲା ନୂଆ ଭୋଟର ତାଲିକା, ଯୋଗ ହେଲେ ୩ ଲକ୍ଷ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

November 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Voter
ଆସିଲା ନୂଆ ଭୋଟର ତାଲିକା, ଯୋଗ ହେଲେ ୩ ଲକ୍ଷ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଅର୍ଥାତ୍‌  ଅକ୍ଟୋବର ୨୭ ଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ସର୍ବସାଧାରଣଙ୍କ ଅବଗତି ପ୍ରକାଶ କରାଯାଇଛି।

ଏହି ତାଲିକାରୁ ଜଣାପଡିଛି ଯେ, ମୋଟ ୩ ଲକ୍ଷ ୧୧ ହଜାର ୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବା ବେଳେ ମୋଟରେ ୮୦ ହଜାର ୩୦ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ବିଭିନ୍ନ ଜିଲ୍ଲା ହିସାବରେ ନୂଆ ଭୋଟର ଯୋଗ ହେବା ଏବଂ ବାଦ ପଡିବା ତାଲିକା ହେଲା

ବରଗଡ଼ ଜିଲ୍ଲାରେ ୧୨୭୦୧ ଜଣ ଭୋଟର ଯୋଗ, ୬୨୫୧ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି

ଝାରସୁଗୁଡ଼ା ଜିଲ୍ଲାରେ ୫୧୬୦ ଜଣ ଯୋଗ ଓ ୪୬୨ ଜଣ ବାଦ୍‌

ସୁନ୍ଦରଗଡ଼ ଜିଲ୍ଲାରେ ୧୪୧୩୩ ଜଣ ଯୋଗ ଓ ୨୪୬୭ ଜଣ ବାଦ୍‌

ସମ୍ବଲପୁର ଜିଲ୍ଲାରେ ୪୫୩୩ ଜଣ ଯୋଗ ଓ ୧୨୪୯ ଜଣ ବାଦ୍‌

ଦେବଗଡ଼ରେ ୧୬୬୨ ଜଣ ଯୋଗ ଓ ୩୩୯ ଜଣ ବାଦ୍‌

କେନ୍ଦୁଝରରେ ୧୦୨୪୮ ଜଣ ଯୋଗ ଓ ୨୩୧୯ ଜଣ ବାଦ୍‌

ମୟୂରଭଞ୍ଜରେ ୧୩୫୯୬ ଜଣ ଯୋଗ ଓ ୧୩୮୮ ଜଣ ବାଦ୍‌

ବାଲେଶ୍ୱରରେ ୧୪୭୫୯ ଜଣ ଯୋଗ ଓ ୪୯୭୩ ଜଣ ବାଦ୍‌

ଭଦ୍ରକରେ ୧୧୫୬୬ ଜଣ ଯୋଗ ଓ ୬୬୯୭ ଜଣ ବାଦ୍‌

ଯାଜପୁରରେ ୮୩୪୨ ଜଣ ଯୋଗ ଓ ୨୨୦୯୧ ଜଣ ବାଦ୍‌

ଢେଙ୍କାନାଳରେ ୮୨୪୫ ଜଣ ଯୋଗ ଓ ୩୨୯ ଜଣ ବାଦ

ଅନୁଗୋଳରେ ୯୫୬୪ ଜଣ ଯୋଗ ଓ ୭୧୮ ଜଣ ବାଦ୍‌

ସୁବର୍ଣ୍ଣପୁରରେ ୪୧୧୦ ଜଣ ଯୋଗ ଓ ୧୦୯ ଜଣ ବାଦ୍‌

ବଲାଙ୍ଗିରରେ ୨୪୫୯୮ ଜଣ ଯୋଗ ଓ ୨୪୬୦ ଜଣ ବାଦ୍‌

ନୂଆପଡ଼ାରେ ୪୨୯୦ ଜଣ ଯୋଗ ଓ ୬୧୨ ଜଣ ବାଦ୍‌

ନବରଙ୍ଗପୁରରେ ୭୮୪୯ ଜଣ ଯୋଗ ଓ ୧୪୫୭ ଜଣ ବାଦ୍‌

କଳାହାଣ୍ଡିରେ ୯୯୧୮ ଜଣ ଯୋଗ ଓ ୯୯୮୦ ଜଣ ବାଦ୍‌

କନ୍ଧମାଳରେ ୩୯୦୫ ଜଣ ଯୋଗ ଓ ୨୪୨ ଜଣ ବାଦ୍‌

ବୌଦ୍ଧରେ ୨୪୮୮ ଜଣ ଯୋଗ ଓ ୭୮୪ ଜଣ ବାଦ୍‌

କଟକରେ ୨୫୪୫୬ ଜଣ ଯୋଗ ଓ ୧୬୦୦ ଜଣ ବାଦ୍‌

କେନ୍ଦ୍ରାପଡ଼ାରେ ୮୩୮୧ ଜଣ ଯୋଗ ଓ ୧୫୬ ଜଣ ବାଦ୍‌

ଜଗତସିଂହପୁରରେ ୯୨୩୭ ଜଣ ଯୋଗ ଓ ୩୬୩୯ ଜଣ ବାଦ୍‌

ପୁରୀରେ ୧୧୪୫୭ ଜଣ ଯୋଗ ଓ ୧୩୬୭ ଜଣ ବାଦ

ଖୋର୍ଦ୍ଧରେ ୨୫୫୬୨ ଜଣ ଯୋଗ ଓ ୩୯୯୦ ଜଣ ବାଦ୍‌

ନୟାଗଡ଼ରେ ୫୧୧୨ ଜଣ ଯୋଗ ଓ ୨୫୨୬ ଜଣ ବାଦ୍‌

ଗଞ୍ଜାମରେ ୧୯୯୮୫ ଜଣ ଯୋଗ ଓ ୫୮୨୫ ଜଣ ବାଦ

ଗଜପତିରେ ୪୪୫୦ ଜଣ ଯୋଗ ଓ ୪୩ ଜଣ ବାଦ୍‌

ରାୟଗଡ଼ାରେ ୬୨୫୬ ଜଣ ଯୋଗ ଓ ୧୫୦ ଜଣ ବାଦ୍‌

କୋରାପୁଟରେ ୮୩୨୩ ଜଣ ଯୋଗ ଓ ୫୩୪ ଜଣ ବାଦ୍‌

ମାଲକାନ୍‌ଗିରି ଜିଲ୍ଲାରେ ୫୧୧୯ ଜଣ ଯୋଗ ଓ ୨୭୩ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି ।

ଏ ସଂପର୍କରେ ସବିଶେଷ ସୂଚନା ସଂପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି।

voter ଭୋଟର ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.