Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Big News: ମେଣ୍ଟ ନେଇ ଆଜି ନିଷ୍ପତି, ବିଜେପି ନେତାଙ୍କୁ ଦିଲ୍ଲୀ ଡକରା, ବିଜେଡି ନେତାଙ୍କୁ ନବୀନ ନିବାସ
ଜାତୀୟ ଖବର

Big News: ମେଣ୍ଟ ନେଇ ଆଜି ନିଷ୍ପତି, ବିଜେପି ନେତାଙ୍କୁ ଦିଲ୍ଲୀ ଡକରା, ବିଜେଡି ନେତାଙ୍କୁ ନବୀନ ନିବାସ

March 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମେଣ୍ଟ ନେଇ ଆଜି ନିଷ୍ପତି: ବିଜେପି ନେତାଙ୍କୁ ଦିଲ୍ଲୀ ଡକରା, ବିଜେଡି ନେତାଙ୍କୁ ନବୀନ ନିବାସ

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ରାଜନୀତିରେ ଏକ ହୁଲୁସ୍ତୁଲ ହେବାର ସମ୍ଭାବନା ଦେଖାଦେଇଛି। କାରଣ ଆଜି ଦିଲ୍ଲୀ ଯିବା ପାଇଁ ଓଡିଶା ବିଜେପି ନେତାଙ୍କୁ ଡକରା ଆସିଛି। ଅପରାହ୍ନ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜି ଅପରାହ୍ନରେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସାରି ଫେରିବା ପରେ ରାତିରେ କିଛି ଗୋଟେ ବଡ ନିଷ୍ପତି ହୋଇଛି। ଯାହାଫଳରେ ସେହି ରାତିରେ ଓଡିଶା ବିଜେପି ନେତାଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ କୁହାଯାଇଛି। ଫଳରେ ମନମୋହନ ସାମଲ ସହିତ କେତେକ ନେତା ଦିଲ୍ଲୀରେ ପହଞ୍ଚି ସାରିଥିବାର ଜଣାପଡିଛି। ଆଜି ଅପରାହ୍ନ କିମ୍ବା ସଂଧ୍ୟାରେ ଗୁରୁତପୂର୍ଣ୍ଣ ବୌଠକ ରହିଛି।

ସେହିପରି ନବୀନ ନିବାସକୁ ଆଜି ବିଜେଡିର ତୁଙ୍ଗ ନେତୃତ୍ବଙ୍କୁ ଡକାଯାଇଛି। ସେମାନେ ଅପରାହ୍ନରେ ପହଞ୍ଚିବା ପାଇଁ କୁହାଯାଇଛି। ଏଥିରେ ଦଳର ଆଗାମୀ ଭବିଷ୍ୟତ ନେଇ କେତେକ ଗୁୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ତାହା କଣ ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ପ୍ରଧାନମନ୍ତ୍ରୀ ଓଡିଶାରୁ ଫେରିବା ପରେ ଆଉ ମେଣ୍ଟ ହେବ ନାହିଁ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ପୁଣିଥରେ ଉଦଜିବିତ ହୋଇଯାଇଛି। ଉଭୟ ଦଳ ଆଜି ମେଣ୍ଟ ନେଇ ବଡ ନିଷ୍ପତି ନେବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ନିର୍ବାଚନ2024 ବିଜେଡି ବିଜେପି ମେଣ୍ଟ ମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Latest News

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.