Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂର୍ବାଞ୍ଚଳରେ ବିଜେପିକୁ ଲାଗିବ ବଡ ଝଟକା!, ଏସପିରେ ଯୋଗଦେବେ କି ଏହି ଲୋକପ୍ରିୟ ନେତା?
ଜାତୀୟ ଖବର

ପୂର୍ବାଞ୍ଚଳରେ ବିଜେପିକୁ ଲାଗିବ ବଡ ଝଟକା!, ଏସପିରେ ଯୋଗଦେବେ କି ଏହି ଲୋକପ୍ରିୟ ନେତା?

May 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଭୋଟିଂର ଶେଷ ପର୍ଯ୍ୟାୟରେ ମଧ୍ୟ ନେତାଙ୍କ ଦଳବଦଳ କାର୍ଯ୍ୟ ଜାରି ରହିଛି। କୌଣସି ସ୍ଥାନରେ କେହି ଏସପି ଛାଡି ବିଜେପିରେ ଯୋଗ ଦେଉଛନ୍ତି ତ କୌଣସି ସ୍ଥାନରେ ବିଜେପି ଛାଡି ଏସପିରେ ଯୋଗ ଦେଉଛନ୍ତି। ସମସ୍ତେ ନିଜ ନିଜର ରାଜନୈତିକ ସମୀକରଣକୁ ନିଜ ଦୃଷ୍ଟିକୋଣରୁ ସେଟ୍ କରୁଛନ୍ତି। ଗୋଟିଏ ପଟେ ପୂର୍ବାଞ୍ଚଳର ଜଣେ ବଡ ଭୁମିହାର ନେତା ନାରଦ ରାୟ ଏସପି ବିରୁଦ୍ଧରେ ବିଦ୍ରୋହ କରି ବିଜେପିରେ ଯୋଗଦେବାକୁ ଇଙ୍ଗିତ ଦେଇଥିବା ବେଳେ ଅନ୍ୟପକ୍ଷରେ ଦୁଇଥର ବିଧାୟକ କୁଶିନଗର ଜିଲ୍ଲାର ଭୁମିହାରର ଜଣେ ବଡ ନେତା ପି.କେ ରାୟ ବିଜେପି ଛାଡି ଏସପିରେ ଯୋଗଦେଉଥିବା ଶୁଣିବାକୁ ମିଳିଛି।

ସୂଚନା ଅନୁଯାୟୀ ଆଜି ବିଜେପି ନେତା ଡ ପି.କେ ରାୟ ଏସପିରେ ଯୋଗଦେବେ। ସେ ଲକ୍ଷ୍ନୌରେ ଏସପି ସଭାପତି ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ତାଙ୍କର ଏସପି ରେ ଯୋଗଦେବା ନେଇ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି। ଏହି ଶୁଣିବାକୁ ମିଳୁଛି ଯେ, ଆଜି ଅଖିଳେଶ ଯାଦବଙ୍କ ସମ୍ମୁଖରେ ସେ ଏସପି ସଦସ୍ୟତା ଗ୍ରହଣ କରିବେ।

BJP Lok Sabha Elections 2024 samajwadi party UP news
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026
Latest News

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.