Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିକୁ ଉପଯୁକ୍ତ ଜବାବ ଦେଇଛନ୍ତି ଜନତା: ମଲ୍ଲିକାର୍ଜୁନ ଖଡଗେ
ଜାତୀୟ ଖବର

ବିଜେପିକୁ ଉପଯୁକ୍ତ ଜବାବ ଦେଇଛନ୍ତି ଜନତା: ମଲ୍ଲିକାର୍ଜୁନ ଖଡଗେ

June 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
Vice President election
ଆଜି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବ କି ଇଣ୍ଡି ମେଣ୍ଟ?: ଦୌଡ଼ରେ ଏହି ୩ଟି ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପରେ ଦିଲ୍ଲୀରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଏହି ସମୟରେ, ଇଣ୍ଡିଆ ଆଲାଇନ୍ସର ବୈଠକ ଶେଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଇଣ୍ଡିଆ ଆଲାଇନ୍ସ ଠିକ୍ ସମୟ ପାଇଁ ଅପେକ୍ଷା କରିବ। ସେ କହିଛନ୍ତି ଯେ, “ଆମେ ଏକଜୁଟ ହୋଇ ନିର୍ବାଚନକୁ ପୂର୍ଣ୍ଣ ଶକ୍ତି ସହ ସଂଗ୍ରାମ କରିଛୁ। ଆମେ ମୋଦୀଙ୍କ ଜନମତକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରିବୁ। ଏହା ହେଉଛି ମୋଦୀଙ୍କ ନୈତିକ ତଥା ରାଜନୈତିକ ପରାଜୟ। ଆମେ ମୋଦୀଙ୍କ ବିରୋଧରେ ଲଢେଇ ଜାରି ରଖିବୁ। ଏବିଜେପିର ନୀତି ବିରୋଧରେ ହି ଜନାଦେଶ ଅଟେ।”

‘ଜନତା ବିଜେପିକୁ ଉପଯୁକ୍ତ ଜବାବ ଦେଇଛନ୍ତି’:

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, “ଆମର ବୈଠକରେ ସହଯୋଗୀ ଦଳର ନେତାମାନେ ଆସି ବର୍ତ୍ତମାନର ରାଜନୈତିକ ପରିସ୍ଥିତି ତଥା ଅନେକ ପରାମର୍ଶ ଉପରେ ଆଲୋଚନା କରିଥିଲେ। ଜନାଦେଶ ବିଜେପି, ଘୃଣା ଏବଂ ଦୁର୍ନୀତିର ରାଜନୀତିକୁ ଉପଯୁକ୍ତ ଉତ୍ତର ଦେଇଛି।

କଂଗ୍ରେସର ଜାତୀୟ ସଭାପତି କହିଛନ୍ତି ଯେ, “ଏହି ଜନାଦେଶ ହେଉଛି ଭାରତର ସମ୍ବିଧାନର ସୁରକ୍ଷା ଏବଂ ମୁଦ୍ରାସ୍ଫୀତି, ବେକାରୀ, କ୍ରୋନି ପୁଞ୍ଜିବାଦ ତଥା ଗଣତନ୍ତ୍ରକୁ ବଞ୍ଚାଇବା। ମୋଦୀ ନେତୃତ୍ୱାଧୀନ ବିଜେପିର ଏକଛତ୍ରବାଦ ଶାସନ ବିରୋଧରେ ମେଣ୍ଟ ଲଢେଇ ଜାରି ରଖିବ।”

ମଲ୍ଲିକାର୍ଜୁନଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ତେଜସ୍ୱୀ ଯାଦବ, ରାଘବ ଚଢା, ଶରଦ ପାୱାର, ଡି ରାଜା, ସଞ୍ଜୟ ରାଉତ, ଅଖିଳେଶ ଯାଦବ, ଚମ୍ପାଇ ସୋରେନ, ସୁପ୍ରିୟା ସୁଲେ, ଶରଦ ପାୱାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।

Breaking News INDIA Alliance Lok Sabha Election Result 2024 Mallikarjun Kharge
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.