Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ସଫଳତା କାହାଣୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ସଫଳତା କାହାଣୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମେକ୍ ଇନ୍ ଇଣ୍ଡିଆର ସଫଳତାର କାହାଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ କିପରି ଭାରତର ଅର୍ଥନୀତିକୁ ବିଶ୍ୱ ସ୍ତରରେ ଆଗକୁ ବଢ଼ାଉଛି ତାହାର ଏକ ଝଲକ ଶ୍ରୀ ମୋଦୀ ଶେୟାର କରିଛନ୍ତି।

ବିଶ୍ୱସ୍ତରରେ ଭାରତ ଦ୍ୱାରା ନିର୍ମିତ ଉତ୍ପାଦର ଅଭୁତପୂର୍ବ ସଫଳତାର ପ୍ରଦର୍ଶନ କରୁଥିବା ‘ମେଡ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ବିଷୟରେ ମାଇଁଗଭ୍‌ଇଣ୍ଡିଆର ଏକ୍ସ ପୋଷ୍ଟ ଥ୍ରେଡ୍‌ଗୁଡିକ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

“‘ମେକ୍ ଇନ୍ ଇଣ୍ଡିଆ’ କିପରି ଭାରତର ଅର୍ଥନୀତିକୁ ବିଶ୍ୱସ୍ତରରେ ପହଞ୍ଚାଉଛି ତାହାର ଏକ ଝଲକ!”

ଅର୍ଥନୈତିକ ଅଭିବୃଦ୍ଧି ନରେନ୍ଦ୍ର ମୋଦୀ ମେକ୍‌ ଇନ୍‌ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026

ରାଶିଫଳ: ଆଜି ଜାନୁୟାରୀ ୧୧ ତାରିଖ ରବିବାରରେ ଆଠ ରାଶି ପାଇଁ ରହିଛି ଚମତ୍କାର ଖବର

January 11, 2026

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026
Latest News

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026

ରାଶିଫଳ: ଆଜି ଜାନୁୟାରୀ ୧୧ ତାରିଖ ରବିବାରରେ ଆଠ ରାଶି ପାଇଁ ରହିଛି ଚମତ୍କାର ଖବର

January 11, 2026

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.