Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଜେଟ୍ 2024: ପ୍ରଥମ ଚାକିରିରେ PF ଆକାଉଣ୍ଟରେ ଜମା ହେବ ୧୫ ହଜାର, ନିଯୁକ୍ତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍
ଜାତୀୟ ଖବର

ବଜେଟ୍ 2024: ପ୍ରଥମ ଚାକିରିରେ PF ଆକାଉଣ୍ଟରେ ଜମା ହେବ ୧୫ ହଜାର, ନିଯୁକ୍ତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍

July 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୁର୍ଣ୍ଣ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ଯୁବକମାନଙ୍କ ପାଇଁ ଅନେକ ବିଶେଷ ଘୋଷଣା କରିଛନ୍ତି। ରୋଜଗାର ସୃଷ୍ଟି ଉପରେ ଏହି ଘୋଷଣା କରିବାବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ କର୍ମକ୍ଷେତ୍ରରେ ଯୋଗ ଦେଉଥିବା ଲକ୍ଷ ଲକ୍ଷ ପିଲାଙ୍କୁ ସରକାର ଅତିରିକ୍ତ ପିଏଫ୍ ସୁବିଧା ଯୋଗାଇ ଦେବେ। ଏଥିପାଇଁ ସରକାର ସେମାନଙ୍କ ପିଏଫ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିବେ।

budget BUDGET-2024 epfo India Budget 2024 pf Union Budget 2024
Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026
Latest News

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026

ଆଜି ଜାନୁୟାରୀ ୨୬ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇବେ ଶୁଭ ଖବର, ଖୁସି ହୋଇଯିବେ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.