Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଜେଟ୍ 2024 ଅପଡେଟ୍: ଆୟକର ସମ୍ବନ୍ଧରେ ବଡ଼ ଘୋଷଣା, ବୃଦ୍ଧି ପାଇଲା ଷ୍ଟାଣ୍ଡାର୍ଡ ଡିଡକ୍ସନ
ଜାତୀୟ ଖବର

ବଜେଟ୍ 2024 ଅପଡେଟ୍: ଆୟକର ସମ୍ବନ୍ଧରେ ବଡ଼ ଘୋଷଣା, ବୃଦ୍ଧି ପାଇଲା ଷ୍ଟାଣ୍ଡାର୍ଡ ଡିଡକ୍ସନ

July 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଛନ୍ତି। ବଜେଟରେ ସରକାର ମଧ୍ୟବିତ୍ତଙ୍କୁ ଉପହାର ଦେଇଛନ୍ତି। ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାରରୁ ୭୫,୦୦୦ ଟଙ୍କା ବୃଦ୍ଧି କରାଯାଇଛି।

ନୂତନ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ବଜେଟ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ରୋଡମ୍ୟାପର ଝଲକ ଦେଇଛି। ବଜେଟ୍ ଉପସ୍ଥାପନ କରିବାବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମର ଧ୍ୟାନ ଗରିବ, ମହିଳା, ଯୁବକ ଏବଂ ଖାଦ୍ୟ ଯୋଗାଣକାରୀଙ୍କ ଉପରେ ରହିଛି। ଭାରତବାସୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଏଥି ସହିତ କଷ୍ଟସାଧ୍ୟ ସମୟରେ ମଧ୍ୟ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଚାଲିଛି।

ବଜେଟ୍ ଉପସ୍ଥାପନ କରି ନିର୍ମଳା ସୀତାରମଣ କହିଛନ୍ତି, “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ୫ ବର୍ଷ ବୃଦ୍ଧି କରାଯାଇଛି, ଯାହାର ଲାଭ ଦେଶର ୮୦ କୋଟି ଲୋକ ଲାଭବାନ ହେଉଛନ୍ତି। ଆମ ସରକାରଙ୍କ ସମସ୍ତ ଧ୍ୟାନ ନିଯୁକ୍ତି, ଦକ୍ଷତା ଏବଂ ଯୁବପିଢୀ ଉପରେ ରହିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ୩.୧% ରହିଛି। ଶିକ୍ଷା ଏବଂ ନିଯୁକ୍ତି ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି।

BJP Ads
budget Budget 2024 Live Budget 2024 News BUDGET-2024 India Budget 2024 nirmala sitharaman pm modi Union Budget 2024
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025
Jindal Ads
BJP Ads
Latest News

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025

ବନ୍ଦେ ମାତରମକୁ 150 ବର୍ଷ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.