ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଦେଖନ୍ତୁ ପୁରା ତାଲିକା

Published: Aug 21, 2024, 11:06 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଦେଖନ୍ତୁ ପୁରା ତାଲିକା

ସତ୍ୟବ୍ରତ ସାହୁ– ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ବ

ଦେଓ ରଞ୍ଜନ ସିଂହ– ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର

ସୁରେନ୍ଦ୍ର କୁମାର- ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ହେମନ୍ତ ଶର୍ମା- ଶକ୍ତି ବିଭାଗର ପ୍ରମୁଖ୍ୟ ସଚିବ ସହ ପୂର୍ବର ଶିଳ୍ପ ଏବଂ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ରହିବେ

ବିଷ୍ଣୁପଦ ସେଠୀ– ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ପ୍ରମୁଖ୍ୟ ସଚିବ

ଉଷା ପାଢ଼ୀ- ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ, ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ

ବିଶାଳ ଗଗନ-ନୂଆଦିଲ୍ଲୀରେ ଆବାସିକ କମିଶନର

ଏନବିଏସ ରାଜପୁତ– ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ

ଶାଳିନୀ ପଣ୍ଡିତ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ସହିତ ମିଶନ ଶକ୍ତି ସଚିବ

ଅସ୍ବଥି ଏସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର

ରୁପା ରୋଶନ ସାହୁ– ଦକ୍ଷିଣାଂଚଳ ଆରଡିସି

ସଚିନ ରାମଚନ୍ଦ୍ର ଯାଦବ– ଆରଡିସି, ସମ୍ବଲପୁର

ବଳବନ୍ତ ସିଂହ- ପର୍ଯ୍ୟଟନ ବିଭାଗର କମିଶନର ସହିତ ପୂର୍ବର ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷ

ବି ପରମେଶ୍ୱରନ- ଆରଡିସି, କଟକ

ୟାମିନ ଷଡଙ୍ଗୀ– ଜିଏସଟି ଏବଂ ବାଣିଜ୍ୟ କର କମିଶନର ଭାବେ ଅତିରିକ୍ତ ଦାୟିତ୍ବ। ସେ ପୂର୍ବପରି ଆଦର୍ଶ ବିଦ୍ୟାଳୟ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

ଏନ ତିରୁମାଲା ନାୟକ– ବିଡିଏର ଭାଇସ ଚେୟାରମ୍ୟାନ

ସମର୍ଥ ବର୍ମା– ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ

ଅନନ୍ୟା ଦାସ- ଓସେପାର ନିର୍ଦ୍ଦେଶିକା

Related posts