Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏମଟିସି କ୍ୟାମ୍ପସରେ ଇନଫର୍ ମାୟୋପିଆ ସେଣ୍ଟରର ଉଦଘାଟନ
ଜାତୀୟ ଖବର

ଏମଟିସି କ୍ୟାମ୍ପସରେ ଇନଫର୍ ମାୟୋପିଆ ସେଣ୍ଟରର ଉଦଘାଟନ

November 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏମଟିସି କ୍ୟାମ୍ପସରେ ଇନଫର୍ ଇଣ୍ଡିଆ ସହାୟତାରେ ଇନଫର୍ ମାୟୋପିଆ ସେଣ୍ଟରର ଉଦଘାଟନ

ଭୁବନେଶ୍ବର: ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ମାୟୋପିଆ (ସମୀପଦୃଷ୍ଟି) ପରିଚାଳନାକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଲଭିପିଇଆଇ ନେଟୱାର୍କ ମଧ୍ୟରେ ଚତୁର୍ଥ “ଇନଫର୍ ମାୟୋପିଆ ସେଣ୍ଟର” ଖୋଲିବାରେ ସହାୟତା କରିଛି।

ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ ଥିବା ଏହି ଅତ୍ୟାଧୁନିକ କେନ୍ଦ୍ର ଓଡ଼ିଶାର ଶିଶୁ ଓ ଯୁବବର୍ଗଙ୍କ ପାଇଁ ବିସ୍ତୃତ ମାୟୋପିଆ ପରିଚାଳନା ସେବା ପ୍ରଦାନ କରୁଥିବା ପ୍ରଥମ ଉତ୍ସର୍ଗୀକୃତ କେନ୍ଦ୍ର ଅଟେ। ୧୦ ନଭେମ୍ବର, ୨୦୨୪ ରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡା. ତାରା ପ୍ରସାଦ ଦାସ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ।

ଉଦଘାଟନୀ ଉତ୍ସବରେ ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ ରଙ୍ଗାସ୍ୱାମୀ ପୋଥୁଲା ଏବଂ ମୋହନ ବନାଲା ଆଭାସୀ ଭାବରେ ଯୋଗ ଦେଇଥିଲେ। ଇନଫର୍-ଏଲଭିପିଇଆଇ ମଧ୍ୟରେ ଚାରି ବର୍ଷର ସଫଳ ସହଭାଗିତା ୨୦୨୦ ରେ ତେଲେଙ୍ଗାନାର ହାଇଦ୍ରାବାଦରେ ଇନଫର୍ ମାୟୋପିଆ ସେଣ୍ଟର ଶୁଭାରମ୍ଭରୁ ଭିତ୍ତି ପଡ଼ିଥିଲା। ଏହା ପରେ ୨୦୨୨ରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଦ୍ୱିତୀୟ ଏବଂ ୨୦୨୪ ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ତୃତୀୟ ସେଣ୍ଟର ଖୋଲିଥିଲା।

ଏମଟିସି କ୍ୟାମ୍ପସ ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ, ଶିଶୁ ଚକ୍ଷୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ବିବେକ ୱାରକଡ଼ ଏବଂ ଏଲଭିପିଇଆଇର ମାୟୋପିଆ ଇନିସିଏଟିଭ୍ ର ମୁଖ୍ୟ ଡାକ୍ତର ପବନ ଭେର୍କିଚାର୍ଲା ପ୍ରମୁଖ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ଫାକଲ୍ଟି ଅପ୍ଟୋମେଟ୍ରିଷ୍ଟ ଶୁଭସ୍ମିତା ଦାଶ ଏହି ସେଣ୍ଟରର ନେତୃତ୍ୱ ନେବେ ଏବଂ ଓଡ଼ିଶାର ଲୋକମାନେ ଏହାର ସୁଫଳ ପାଇବା ସୁନିଶ୍ଚିତ କରାଇବେ।

Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.