Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାକୁମ୍ଭରେ ମଉନି ଅମାବାସ୍ୟା ଦିନ ପବିତ୍ର ସ୍ନାନର ରେକର୍ଡ ସୃଷ୍ଟି, ଜାଣନ୍ତୁ କେତେ ଲୋକ ପକାଇଲେ ବୁଡ଼?
ଜାତୀୟ ଖବର

ମହାକୁମ୍ଭରେ ମଉନି ଅମାବାସ୍ୟା ଦିନ ପବିତ୍ର ସ୍ନାନର ରେକର୍ଡ ସୃଷ୍ଟି, ଜାଣନ୍ତୁ କେତେ ଲୋକ ପକାଇଲେ ବୁଡ଼?

January 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଦଳାଚକଟା ଭଳି ଘଟଣା ପରେ ଦିନସାରା ଗଙ୍ଗା ଏବଂ ସଙ୍ଗମ କୂଳକୁ ଭକ୍ତଙ୍କ ଭିଡ ଲାଗିଥିଲା। ମେଳା ପ୍ରଶାସନର ସୂଚନାନୁସାରେ, ବୁଧବାର ଦିନ ମଉନି ଅମାବାସ୍ୟା ଅବସରରେ ୭.୬୪ କୋଟି ଲୋକ ରାତି ୮ ଟା ପର୍ଯ୍ୟନ୍ତ ବୁଡ଼ ପକାଇଛନ୍ତି। ମେଳା ପ୍ରଶାସନ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୦ ଲକ୍ଷରୁ ଅଧିକ କଳ୍ପବାସୀ ସମେତ ମୋଟ ୭.୬୪ କୋଟି ଶ୍ରଦ୍ଧାଳୁ ଗଙ୍ଗା ଏବଂ ସଙ୍ଗମରେ ରାତି ୮ ଟା ପର୍ଯ୍ୟନ୍ତ ମଉନି ଅମାବାସ୍ୟାରେ ସ୍ନାନ କରିଥିଲେ।

ହେଲିକପ୍ଟରରୁ ଭକ୍ତଙ୍କ ଉପରେ ଫୁଲ ବର୍ଷା ହୋଇଥିଲା:

ଏହି ସମୟରେ ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ମେଳା ପ୍ରଶାସନ ଅନୁଯାୟୀ, ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ ୧୯.୯୪ କୋଟି ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ବିଭିନ୍ନ ଦିଗରୁ କୋଟି କୋଟି ଲୋକ ମେଳା ଅଞ୍ଚଳକୁ ଆସିବାରେ ଲାଗିଛନ୍ତି ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଚନ୍ଦ୍ରଶେଖର ଆଜାଦ ପାର୍କର ଫାଟକ ମଧ୍ୟ ଖୋଲିଥିଲା, ଏହି କାରଣରୁ ଲୋକମାନେ ରାସ୍ତା ବଦଳରେ ପାର୍କରେ ବସିଥିଲେ।

ganga Mahakumbha Sangam
Share. Facebook Twitter LinkedIn Email WhatsApp Copy Link

Related Posts

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

June 17, 2026
Latest News

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.