Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ବିରୋଧରେ ଟସ୍ ଜିତି ବ୍ୟାଟିଂ କରୁଛି ବାଂଲାଦେଶ: ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା
ଜାତୀୟ ଖବର

ଭାରତ ବିରୋଧରେ ଟସ୍ ଜିତି ବ୍ୟାଟିଂ କରୁଛି ବାଂଲାଦେଶ: ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା

February 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବାଂଲାଦେଶକୁ ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା ଲାଗିଛି। ବିନା କୌଣସି ଖାତା ଖୋଲି ଦଳର ଓପନର ସୋମ୍ୟା ସରକାର ଏବଂ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ପ୍ୟାଭିଲିୟନ ଫେରିଛନ୍ତି। ସୋମ୍ୟା ସରକାରଙ୍କୁ ମହମ୍ମଦ ଶାମି ଆଉଟ କରିଥିବା ବେଳେ ନଜମୁଲ ହୁସେନ୍ ଶାନ୍ତୋଙ୍କୁ ହର୍ଷିତ ରାଣା ଆଉଟ କରିଛନ୍ତି।

ଭାରତର ଖେଳାଳି ଏକାଦଶ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ହର୍ଷିତ ରାଣା।

ବାଂଲାଦେଶର ଖେଳାଳି ଏକାଦଶ:

ତନଜିଦ୍ ହାସନ୍, ସୌମ୍ୟା ସାର୍କ, ନଜମୁଲ ହୁସେନ୍ ଶାନ୍ତୋ (ଅଧିନାୟକ), ତାହିଦ୍ ହ୍ରିଦୋୟ, ମୁଶଫିକୁର ରହୀମ (ୱିକେଟ୍ କିପର), ମେହେଦି ହସନ ମିରାଜ, ଜେକର ଅଲି, ରିଷାଦ ହୁସେନ୍, ତନଜିମ୍ ହସନ ସାକିବ, ତସ୍କିନ୍ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ।

IND Vs BAN Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

Rashifal: ଆଜି ଡିସେମ୍ବର 5 ତାରିଖ ଶୁକ୍ରବାରରେ ଏହି ତିନୋଟ ରାଶିର ଭାଗ୍ୟ ଚମକିବ

December 5, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

Reliance Industries Partnership: ରିଲାଏନ୍ସ ଓ ସରେ ମଧ୍ୟରେ ଦୁଝାମଣା, ଦି ହଣ୍ଡ୍ରେଡ୍’ରେ ମୁମ୍ବାଇ ଇଣ୍ଡିଆନ୍ସ

December 4, 2025
Latest News

Rashifal: ଆଜି ଡିସେମ୍ବର 5 ତାରିଖ ଶୁକ୍ରବାରରେ ଏହି ତିନୋଟ ରାଶିର ଭାଗ୍ୟ ଚମକିବ

December 5, 2025

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.