Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ବିରୋଧରେ ଟସ୍ ଜିତି ବ୍ୟାଟିଂ କରୁଛି ବାଂଲାଦେଶ: ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା
ଜାତୀୟ ଖବର

ଭାରତ ବିରୋଧରେ ଟସ୍ ଜିତି ବ୍ୟାଟିଂ କରୁଛି ବାଂଲାଦେଶ: ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା

February 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

ନୂଆଦିଲ୍ଲୀ: ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବାଂଲାଦେଶକୁ ପ୍ରଥମ ଦୁଇ ଓଭରରେ ଦୁଇଟି ଝଟକା ଲାଗିଛି। ବିନା କୌଣସି ଖାତା ଖୋଲି ଦଳର ଓପନର ସୋମ୍ୟା ସରକାର ଏବଂ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ପ୍ୟାଭିଲିୟନ ଫେରିଛନ୍ତି। ସୋମ୍ୟା ସରକାରଙ୍କୁ ମହମ୍ମଦ ଶାମି ଆଉଟ କରିଥିବା ବେଳେ ନଜମୁଲ ହୁସେନ୍ ଶାନ୍ତୋଙ୍କୁ ହର୍ଷିତ ରାଣା ଆଉଟ କରିଛନ୍ତି।

ଭାରତର ଖେଳାଳି ଏକାଦଶ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ହର୍ଷିତ ରାଣା।

ବାଂଲାଦେଶର ଖେଳାଳି ଏକାଦଶ:

ତନଜିଦ୍ ହାସନ୍, ସୌମ୍ୟା ସାର୍କ, ନଜମୁଲ ହୁସେନ୍ ଶାନ୍ତୋ (ଅଧିନାୟକ), ତାହିଦ୍ ହ୍ରିଦୋୟ, ମୁଶଫିକୁର ରହୀମ (ୱିକେଟ୍ କିପର), ମେହେଦି ହସନ ମିରାଜ, ଜେକର ଅଲି, ରିଷାଦ ହୁସେନ୍, ତନଜିମ୍ ହସନ ସାକିବ, ତସ୍କିନ୍ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ।

IND Vs BAN Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026
Latest News

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.