Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଦେବାଶିଷ ସାମନ୍ତରାୟ କହିଲେ ପାଣ୍ଡିଆନ ସବୁ ଷଢଯନ୍ତ୍ରର ନାୟକ
ଜାତୀୟ ଖବର

ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଦେବାଶିଷ ସାମନ୍ତରାୟ କହିଲେ ପାଣ୍ଡିଆନ ସବୁ ଷଢଯନ୍ତ୍ରର ନାୟକ

April 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
debasis
ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଦେବାଶିଷ ସାମନ୍ତରାୟ କହିଲେ ପାଣ୍ଡିଆନ ସବୁ ଷଢଯନ୍ତ୍ରର ନାୟକ

ଭୁବନେଶ୍ବର: ଧିରେ ଧିରେ ବିଜେଡିରେ ବିବାଦ ବଢିବାରେ ଲାଗିଛି। ଏପରିକି ଭି କେ ପାଣ୍ଡିଆନଙ୍କ ବିରୋଧରେ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ଆଜି ପୁଣି ଥରେ ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ପୋରକ ବୟାନ ଦେଇଛନ୍ତି। ୱାକଫ ବିଲ୍ କୁ ନେଇ ସେ ଆଜି ସିଧା ନବୀନଙ୍କ ପରାମର୍ଶଦାତା ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ଗତକାଲି ଦେବାଶିଷ ପାଣ୍ଡିଆନଙ୍କ ନାମ ନେଇ ନ ଥିଲେ। ପରୋକ୍ଷରେ ସେ ନବୀନଙ୍କ ପରାମର୍ଶଦାତା ବୋଲି କହିଥିଲେ। ହେଲେ ଆସି ସିଧା ତାଙ୍କ ନାମ ନେଇ ସେ ଷଢଯନ୍ତ୍ର ପଛରେ ଅଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ୱାକଫ ବିଲ କୁ ସମର୍ଥନ ଦେବା ପାଇଁ ନବୀନ କହିବା ପରେ ତାହାକୁ ପାଣ୍ଡିଆନ ପ୍ରତ୍ୟାହାର କରିବା ପାଇଁ କହିଛନ୍ତି। ସେ ହେଉଛନ୍ତି ଏହି ଷଢଯନ୍ତ୍ରର ମୁଖ୍ୟ ବୋଲି ଦେବାଶିଷ କହିଛନ୍ତି। ସେ କିଛି ଡିଲ କରିଥାଇପାନ୍ତି ବୋଲି ଦେବାଶିଷ କହିଛନ୍ତି।

debasis samantray ଦେବାଶିଷ ସାମନ୍ତରାୟ ୱାକଫ ବିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Latest News

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.