Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ଛାତ୍ରୀ ଓ ମହିଳା ନିର୍ଯ୍ୟାତନା ପ୍ରତିବାଦରେ ବିଭିନ୍ନ କଲେଜ କ୍ୟାମ୍ପସରେ ବିଜେଡିର ବିକ୍ଷୋଭ
ଜାତୀୟ ଖବର

ରାଜ୍ୟରେ ଛାତ୍ରୀ ଓ ମହିଳା ନିର୍ଯ୍ୟାତନା ପ୍ରତିବାଦରେ ବିଭିନ୍ନ କଲେଜ କ୍ୟାମ୍ପସରେ ବିଜେଡିର ବିକ୍ଷୋଭ

June 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BJDStudents
ରାଜ୍ୟରେ ଛାତ୍ରୀ ଓ ମହିଳା ନିର୍ଯ୍ୟାତନା ପ୍ରତିବାଦରେ ବିଭିନ୍ନ କଲେଜ କ୍ୟାମ୍ପସରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଛାତ୍ରୀ ତଥା ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ତରଫରୁ ରାଜ୍ୟର ପ୍ରମୁଖ କଲେଜ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବିଜୁ ଛାତ୍ରଜନତା ତଥା ବିଜୁ ଯୁବ ଜନତା ମିଳିତ ଭାବେ ଏହି ବିକ୍ଷୋଭ କରାଯାଇଛି। ଏଥିରେ କଲେଜର କେତେକ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ବିକ୍ଷୋଭରେ ସାମିଲ ହୋଇଥିଲେ।

ରାଜ୍ୟରେ ବର୍ତ୍ତମାନ ପ୍ରତି ଦିନ ମହିଳାମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ହେଲେ ବିଜେପି ସରକାର ଚୁପ ବସିରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଜେଡି ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ରାଜଧାନୀ କଲେଜ, ସମ୍ବଲପୁରର ଗଂଗାଧର ମେହର କଲେ ପ୍ରଭୃତି ସ୍ଥାନରେ ଏହି ବିକ୍ଷୋଭ କରାଯାଇଥିଲା।

BJDStudents ନାରୀ ନିର୍ଯ୍ୟାତନା ବିଜେଡି ବିଜେଡି ବିକ୍ଷୋଭ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025
Latest News

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.