Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ସବୁଠାରୁ ବଡ ଷ୍ଟେସନ କେଉଁଟି, ଦିଲ୍ଲୀ ? ମୁମ୍ବାଇ? ଚେନ୍ନାଇ? ନୋ…..ଭୁଲ
ଜାତୀୟ ଖବର

ଭାରତର ସବୁଠାରୁ ବଡ ଷ୍ଟେସନ କେଉଁଟି, ଦିଲ୍ଲୀ ? ମୁମ୍ବାଇ? ଚେନ୍ନାଇ? ନୋ…..ଭୁଲ

August 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତର ସବୁଠାରୁ ବଡ ଷ୍ଟେସନ
ଭାରତର ସବୁଠାରୁ ବଡ ଷ୍ଟେସନ କେଉଁଟି, ଦିଲ୍ଲୀ ? ମୁମ୍ବାଇ? ଚେନ୍ନାଇ? ନୋ.....ଭୁଲ

The Samikhsya Desk: ଭାରତର ସବୁଠାରୁ ବଡ ଷ୍ଟେସନର ନାମ କଣ ? ଆପଣମାନେ ଭାବିବେ ଦିଲ୍ଲୀ, ମୁମ୍ବାଇ କିମ୍ବା ଚେନ୍ନାଇ। ଭୁଲ କଥା ଏହି ଷ୍ଟେସନଗୁଡିକରୁ କୌଣସି ଗୋଟିଏ ବି ନାହିଁ। ହେଲେ ପ୍ରକୃତରେ ଭାରତର ବଡ ଷ୍ଟେସନ ଯେଉଁଟି ତାହାର ଅଚି 23 ଟି ପ୍ଲାଟଫର୍ମ। ଏହି ଷ୍ଟେସନରେ ଦୈନିକ 280 ଟି ଟ୍ରେନ ଚଳାଚଳ କରୁଛି। ଏପରିକି ଭାରତ ମୁଖ୍ୟ ଟ୍ରେନ ଯେପରିକି ଦୁରନ୍ତୋ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାଦ୍ଦୀ ଏକ୍ସପ୍ରେସ ପରି ଟ୍ରେନ ସେହି ଷ୍ଟେସନ ଦେଇ ଯାତାୟତ କରୁଛି।

ତେବେ ସେହି ଷ୍ଟେସନଟି ସମସ୍ତେ ଭାବି ବେ ଯେ ନିଶ୍ଚିତ ମେଟ୍ରୋ ସିଟି ଷ୍ଟେସନ ହୋଇଥିବ। ନା ତାହା ଭୁଲ। ସେହି ଷ୍ଟେସନ ନାମ ହେଉଛି ହାୱାଡ ଜଙ୍କସନ। ପଶ୍ଚିମ ବଙ୍ଗରେ ଥିବା ଏହି ହାୱାଡା ଜଙ୍କସନ ଦେଶର ସବୁଠାରୁ ବଡ ଷ୍ଟେସନ। ଏହି ଷ୍ଟେସନରେ ଦୈନିତ 6 ଲକ୍ଷ ଯାତ୍ରୀଙ୍କ ଯିବାଆସିବା ହୋଇଥାଏ। ଏତେ ଯାତ୍ରା, ଏତେ ଟ୍ରେନ, ଏତେ ପ୍ଲାଟଫର୍ମ ଥାଇ ମଧ୍ୟ ଏଠାରେ କେବି କିଛି ବଡ ଅସୁବିଧା ସୃଷ୍ଟି ହୋଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ୧୨ ଜିଲ୍ଲାରେ ୩ଟି ରେଳ ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026
Latest News

ଏହି ରାଜ୍ୟର ୧୨ ଜିଲ୍ଲାରେ ୩ଟି ରେଳ ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 15, 2026

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

February 15, 2026

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.