Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଜାତୀୟ ଖବର

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ

September 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର: ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା। ଏହାପରେ ସେ ବିମାନ ବନ୍ଦରରୁ ଆସି ଅମାଲିପାଲି ଆଡକୁ ଅଗ୍ରସର ହେଉଛନ୍ତି। ବାଟରେ ବିଭିନ୍ନ ନୃତ୍ୟ ସଂଗୀତ ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇଛି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସରେ ଓଡିଶା ଗସ୍ତ ଉପରେ ଓଡିଆରେ ଏକ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶାର ଝାରସୁଗୁଡ଼ାଠାରେ 50,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବି। ଏକ ଐତିହାସିକ ସଫଳତା ରୂପେ, ସାରା ଭାରତରେ 97,500ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯିବ। ଏଗୁଡ଼ିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମିତ ହୋଇଛି ଏବଂ ଦୁର୍ଗମ, ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ।

ସେହିପରି ସେ ଆହୁରି ଲେଖିଛନ୍ତି ଯେ, ଅନ୍ୟ ଯେଉଁସବୁ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବ, ସେଗୁଡ଼ିକ ରେଳ ସଂଯୋଗୀକରଣ, ଆଇଆଇଟି ଭିତ୍ତିଭୂମିର ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଆମର ଏକ ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣର ଅନୁରୂପ ଯେଉଁଠାରେ ଗରିବ ଏବଂ ବଞ୍ଚିତ ଲୋକମାନେ ସବୁପ୍ରକାର ବିକାଶର ସୁବିଧା ପାଇବେ ।

Bihar Mukhyamantri Mahila Rojgar Yojana Rolled Out by PM Modi

ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

October 19, 2025

କୃଷକଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷିମନ୍ତ୍ରୀ

October 19, 2025

ବ୍ୟାଙ୍କ ଆଧାରିତ ଜୀବିକା ଯୋଜନା ଉପରେ ଏକ ବିଚାରବିନିମୟ କର୍ମଶାଳାକୁ ରାଜ୍ୟପାଳଙ୍କ ସମ୍ୱୋଧନ

October 19, 2025

ଦୀପାବଳିରେ ମା ଲକ୍ଷ୍ମୀଙ୍କୁ ଠିକ ଭାବେ ପୂଜା ନ କଲେ ହେବ ସର୍ବନାସ

October 19, 2025
Latest News

ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

October 19, 2025

କୃଷକଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷିମନ୍ତ୍ରୀ

October 19, 2025

ବ୍ୟାଙ୍କ ଆଧାରିତ ଜୀବିକା ଯୋଜନା ଉପରେ ଏକ ବିଚାରବିନିମୟ କର୍ମଶାଳାକୁ ରାଜ୍ୟପାଳଙ୍କ ସମ୍ୱୋଧନ

October 19, 2025

ଦୀପାବଳିରେ ମା ଲକ୍ଷ୍ମୀଙ୍କୁ ଠିକ ଭାବେ ପୂଜା ନ କଲେ ହେବ ସର୍ବନାସ

October 19, 2025

ଦୀପାବଳି: ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.