Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ
ଜାତୀୟ ଖବର

ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ

October 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Aparajita Sarangi
Aparajita Sarangi attends UN workshop on Breaking the Hunger Cycle on Geneva

ଭୁବନେଶ୍ଵର: ସ୍ୱୀଜରଲାଣ୍ଡର ଜେନେଭାଠାରେ ଅନୁଷ୍ଠିତ “କ୍ଷୁଧା ଚକ୍ର ଭାଙ୍ଗିବା ଓ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନଦେବା” ଶୀର୍ଷକ କର୍ମଶାଳାରେ ଯୋଗଦେଇ ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହିସବୁ ଯୋଜନା ଭିତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଜରିଆରେ ୮୦ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

 

ଅପରାଜିତା ଷଡଙ୍ଗୀ ଜେନେଭା ମିଳିତ ଜାତିସଙ୍ଘ ସ୍ୱୀଜରଲାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

January 24, 2026

ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

January 24, 2026

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

January 24, 2026
Latest News

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

January 24, 2026

ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

January 24, 2026

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

January 24, 2026

ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.