Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଜାତୀୟ ଖବର

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମୁଲ ଏବଂ ଇଫକୋ
ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୁଇଟି ପ୍ରମୁଖ ସମବାୟ ସଂସ୍ଥା, ଅମୂଲ ଏବଂ ଇଫକୋକୁ ଯଥାକ୍ରମେ ସମବାୟ ପାଇଁ ବିଶ୍ୱ ରାଙ୍କିଂରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। 

“ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି”, ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି: “ଅମୂଲ ଏବଂ ଇଫକୋକୁ ଅଭିନନ୍ଦନ।

ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି।”

Prime Minister posted on X:

“Congratulations to Amul and IFFCO. India’s cooperative sector is vibrant and is also transforming several lives. Our Government is taking numerous steps to further encourage this sector in the times to come.”

Congratulations to Amul and IFFCO. India’s cooperative sector is vibrant and is also transforming several lives. Our Government is taking numerous steps to further encourage this sector in the times to come. https://t.co/pocw6n1Q11

— Narendra Modi (@narendramodi) November 5, 2025

Amul IFFCO ଅମୁଲ ଏବଂ ଇଫକୋ
Share. Facebook Twitter LinkedIn Email WhatsApp Copy Link

Related Posts

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026

SBI ପରେ HDFC ବ୍ୟାଙ୍କର ଗୁପ୍ତ ସୂଚନା ଲିକ୍ ଅଭିଯୋଗ! ଦୁଇ ବରିଷ୍ଠ ଅଧିକାରୀଙ୍କ ଭୂମିକା ନେଇ ତଦନ୍ତ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.