ନୂଆଦିଲ୍ଲୀ: ଆଜି ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସାମାଜିକ ଗଣମାଧ୍ୟମରେ ସେ ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୂଆପଡାବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟ କରିଥିବାରୁ ବହୁତ ଧନ୍ୟବାଦ। ଏଥିରେ ନୂଆପଡାରୁ ଜୟ ଢୋଲକିଆ ନୂଆ ବିଧାୟକ ଭାବେ ଜିତିଥିବାରୁ ତାଙ୍କୁ ଧନ୍ୟବାଦ।
ଏହି ସମୟରେ ପ୍ରଧାନମନ୍ତ୍ରୀ ଜମ୍ମୁକାଶ୍ମୀରର ନଗ୍ରୋତାରୁ ପ୍ରଥମ ଥର ପାଇଁ ବିଜୟ ଲାଭ କରି ବିଧାୟିକା ଦିବ୍ୟାନୀ ରାଣାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏମାନେ ଲୋକଙ୍କର ଭଲ ସେବା କରିବେ ବୋଲି ଆଶା କରୁଛି। ଏଥିସହିତ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି।
ସେ ନିଜ ସାମାଜିକ ଗଣମାଧ୍ୟମରେ ଯାହା ଲେଖିଛନ୍ତି ତାହା ହେଲା..
I thank the people of Nagrota in Jammu and Kashmir as well as Nuapada in Odisha for blessing the BJP with spectacular victories in the by-polls. Congratulations to the newly elected MLAs Devyani Rana Ji and Jay Dholakia Ji. Wishing them the very best in serving the people. Compliments to the BJP Karyakartas who worked round the clock to ensure these wins.
I thank the people of Nagrota in Jammu and Kashmir as well as Nuapada in Odisha for blessing the BJP with spectacular victories in the by-polls. Congratulations to the newly elected MLAs Devyani Rana Ji and Jay Dholakia Ji. Wishing them the very best in serving the people.…
— Narendra Modi (@narendramodi) November 14, 2025


