Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Tesla in Gurugram: ଭାରତରେ ପୁଣି ଏକ ସୋ ରୁମ ଖୋଲିବ ଆମେରିକା କାର କଂପାନୀ ଟେସଲା
ଜାତୀୟ ଖବର

Tesla in Gurugram: ଭାରତରେ ପୁଣି ଏକ ସୋ ରୁମ ଖୋଲିବ ଆମେରିକା କାର କଂପାନୀ ଟେସଲା

November 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Tesla in Gurugram
Tesla in Gurugram: ଭାରତରେ ପୁଣି ଏକ ନୂଆ ସୋ ରୁମ ଖୋଲିବ ଆମେରିକା କଂପାନୀ ଟେସଲା

Tesla in Gurugram: ଗୁରୁଗ୍ରାମ ରେ ଏକ ନୂଆ ସୋ ରୁମ ଖୋଲିବାକୁ ଯାଉଛି ଆମେରିକାର ପ୍ରଖ୍ୟାତ ଇଭି କାର ନିର୍ମାତା ଟେସଲା। ଏଇ ମାସ 23 ତାରିଖରେ ଏହାର ଉଦଘାଟନ ହେବ ବୋଲି ଟେସଲା କଂପାନୀ ତରଫରୁ କୁହାଯାଇଛି। ଏହା ଉଦଘାଟନ ହେଲେ ଟେସଲା ଭାରତରେ ସ୍ଥାପନ କରିଥିବା ସୋରୁମ ସଂଖ୍ୟା 3 ହେବ। ଫଳରେ ଭାରତରେ ଇଭି କାର ବଜାରକୁ ପୁରା ଅକ୍ତିୟାର କରିବା ପାଇଁ ଏହି କଂପାନୀ ପ୍ରୟାସ ଜାରି ରଖିଛି।

ପୂର୍ବରୁ ଟେସଲା ଗତ ଅଗଷ୍ଠ ମାସରେ ନୂଆ ଦିଲ୍ଲୀରେ ତାହାର ସୋ ରୁମ ପ୍ରତିଷ୍ଠା କରିଛି। ସେହିପରି ମୁମ୍ବାଇରେ ମଧ୍ୟ କଂପାନୀ ତାହାର ପ୍ରଥମ ସୋ ରୁମ ଗତ ଜୁଲାଇରେ ଆରମ୍ଭ କରିଛି। ମୁମ୍ବାଇରେ କଂପାନୀ ପ୍ରାୟ 4000 ସ୍କୋୟାରଫୁଟ ସ୍ଥାନରେ ବାନ୍ଦ୍ରା କୁରୁଲା କଂପ୍ଲେକ୍ସରେ ପ୍ରତିଷ୍ଠା କରିଛି। ବିଶ୍ବର ଅନ୍ୟତମ ବାଣିଜ୍ୟିକ ସହର ମୁମ୍ବାଇରେ ଟେସଲା ପ୍ରଥମ ସୋ ରୁମ ପ୍ରତିଷ୍ଠା କରି ବଜାରରେ ପ୍ରବେଶ କରିଛି।

ଏଲନ ମସ୍କଙ୍କ ପ୍ରତିଷ୍ଠିତ ଏହି କଂପାନୀ ଭାରତରେ 500 କିଲୋମିଟର ଏବଂ 622 କିଲୋମିଟର ରେଜଂ ଇଭି କାର ବିକ୍ରି କରୁଛି। ପରବର୍ତ୍ତି ସମୟରେ ଅନ୍ୟ ଭାରିଆଣ୍ଟ ଗାଡି ବିକ୍ରି ଆରମ୍ଭ ହେବ ବୋଲି ଜଣାପଡିଛି। ଭାରତରେ ବର୍ତ୍ତମାନ Tesla Model Y କାରର ମୂଲ୍ୟ ପ୍ରାୟ 60 ଲକ୍ଷ ଟଙ୍କା ପଡୁଛି। ଏଥିରେ 70 ପ୍ରତିଶତ ରପ୍ତାନୀ ଶୁଳ୍କ ମଧ୍ୟ ରହିଛି। ଏହି କାର ଟି ଆମେରିକୀୟ ବଜାର ଠାରୁ ପ୍ରାୟ 30 ପ୍ରତିଶତ ଅଧିକ ବୋଲି ଜଣାପଡିଛି।

South India Natural Farming Summit 2025: PM Modi addresses Event in Coimbatore (To Read Click Here)

tesla Tesla in Gurugram ଟେସଲା କାର ଟେସଲା ସୋ ରୁମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୧ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ ସେମାନଙ୍କର ଭାଗ୍ୟ ସଂଖ୍ୟା କେତେ

December 11, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଧୁନିକୀକରଣ କାର୍ଯ୍ୟ ହେତୁ ପୁନଃସଂଶୋଧନ ହେଲା ଟ୍ରେନ୍ ରୁଟ୍

December 10, 2025

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025
Latest News

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025

ଆଜି ୧୧ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ ସେମାନଙ୍କର ଭାଗ୍ୟ ସଂଖ୍ୟା କେତେ

December 11, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଧୁନିକୀକରଣ କାର୍ଯ୍ୟ ହେତୁ ପୁନଃସଂଶୋଧନ ହେଲା ଟ୍ରେନ୍ ରୁଟ୍

December 10, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.