Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ
ଜାତୀୟ ଖବର

ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

November 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଛାଡିଲେ ରାଷ୍ଟ୍ରପତି
ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

ଭୁବନେଶ୍ବର: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ଛାଡିଛନ୍ତି। ସେ ରାଜଭବନରୁ ସିଧା ବିମାନ ବନ୍ଦର ଯାଇ ସେଠାରୁ ସେ ଲକ୍ଷ୍ମୌ ଯାତ୍ରା କରିଛନ୍ତି। ଆଜି ବିମାନ ବନ୍ଦରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ବାଚସ୍ପତି ସୁରମା ପାଢୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ, ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗସ୍ତରେ ରାଷ୍ଟ୍ରପତି ବିଧାନସଭାରେ ଏକ ଇତିହାସ ରଚନା କଲେ। ସେ ବିଧାନସଭାରେ ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜର ଅଭିଭାଷଣ ରଖିଲେ।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, “ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ; ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି , ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ବିଦାୟ ଜଣାଇଲି। ଓଡ଼ିଶା ବିଧାନସଭାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କର ଐତିହାସିକ ସମ୍ବୋଧନ ଆମ ରାଜ୍ୟର ଗଣତାନ୍ତ୍ରିକ ଯାତ୍ରା ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା।

ତାଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ ଆମ ସରକାର ଏବଂ ରାଜ୍ୟର ସମସ୍ତ ନାଗରିକଙ୍କୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଧିକ ପ୍ରେରଣା ଓ ଶକ୍ତି ଦେଇଛି। ଓଡ଼ିଶା ମାଟିର ଏହି ସୁକନ୍ୟାଙ୍କୁ ତାଙ୍କର ସଫଳ ଓ ମାର୍ଗଦର୍ଶକ ଗସ୍ତ ପାଇଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି।”

droupadi murmu ଓଡିଶା ଛାଡିଲେ ରାଷ୍ଟ୍ରପତି ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦା ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025

ଭାରତର ଲଜିଷ୍ଟିକ୍ସ କାହାଣୀରେ ଏକ ନୂତନ ଅଧ୍ୟାୟ: ଜିଡିପିର ୭.୯୭ ପ୍ରତିଶତକୁ ଖର୍ଚ୍ଚ ହ୍ରାସ

November 28, 2025
Latest News

ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025

ଭାରତର ଲଜିଷ୍ଟିକ୍ସ କାହାଣୀରେ ଏକ ନୂତନ ଅଧ୍ୟାୟ: ଜିଡିପିର ୭.୯୭ ପ୍ରତିଶତକୁ ଖର୍ଚ୍ଚ ହ୍ରାସ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.