Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Barabati T20 Match: ଆଜିଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ, ଜାଣନ୍ତୁ ଟିକେଟ ମୂଲ୍ୟ
ଜାତୀୟ ଖବର

Barabati T20 Match: ଆଜିଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ, ଜାଣନ୍ତୁ ଟିକେଟ ମୂଲ୍ୟ

December 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Barabati T20 Match:
Barabati T20 Match: ଆଜିଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ, ଜାଣନ୍ତୁ ଟିକେଟ ମୂଲ୍ୟ

Barabati T20 Match: ଆଜିଠାରୁ ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି। ଏ ନେଇ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଘୋଷଣା କରାଯାଇଛି। ତେବେ ଅନଲାଇନରେ କେବଳ ୨୦୦୦  ଟିକେଟ ବିକ୍ରି ହେବ। ପୂର୍ବଥର ଅନଲାଇନରେ ୪୦୦୦ ହଜାର ଟିକେଟ ବିକ୍ରି କରାଯାଇଥିଲା। କେତେକ ସ୍ଥାନରେ ଷ୍ଟାଡିୟମ ଦୁର୍ବଳ ଥିବାରୁ ଦର୍ଶକ ସଂଖ୍ୟା ହ୍ରାସ କରାଯାଇଛି। ତେବେ ଟିକେଟ ମୂଲ୍ୟ ଯାହା ରଖାଯାଇଛି ତାହା ହେଲା

  • ଗ୍ୟାଲେରୀ ୧ ଏବଂ ୩: ୧୧୦୦ ଟଙ୍କା
  • ଗ୍ୟାଲେରୀ ୨ ଏବଂ ୪: ୯୦୦ ଟଙ୍କା
  • ଗ୍ୟାଲେରୀ ୫: ୧୨୦୦ ଟଙ୍କା
  • ଗ୍ୟାଲେରୀ ୭: ୭୦୦ ଟଙ୍କା
  • ସ୍ୱତନ୍ତ୍ର ଏନକ୍ଲୋଜର: ୬୦୦୦ ଟଙ୍କା
  • ଏସି ବାକ୍ସ: ୮୦୦୦ ଟଙ୍କା
  • ନୂତନ ପାଭିଲିୟନ: ୧୦,୦୦୦ ଟଙ୍କା
  • କର୍ପୋରେଟ୍ ବାକ୍ସ: ୨୦,୦୦୦ ଟଙ୍କା

ତେବେ ଏଥର ବାରବାଟୀର ଟିକେଟ ସଂଖ୍ୟା ହ୍ରାସ କରାଯାଇଛି। କେତେକ ସ୍ଥାନରେ ସିଟ୍ ଦୁର୍ବଳ ଥିବାରୁ ଏହି ସଂଖ୍ୟା ହ୍ରାସ କରାଯାଇଛି। ଯେଉଁମାନେ ଅନଲାଇନରେ ଟିକେଟ କରିବେ ସେମାନଙ୍କୁ ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ ସ୍କୁଲରେ ଟିକେଟ ପ୍ରଦାନ କରାଯିବ। ଆଜି ଦିନ ୨ ଟା ପରେ ଅନଲାଇନ ଟିକେଟ ବ୍ୟବସ୍ଥା ଖୋଲିବ।

Barabati Match Barabati T20 Match India-South Africa T20 କଟକ ବାରବାଟୀ ଷ୍ଟାଡିୟମ୍‌ ବାରବାଟୀ ମ୍ୟାଚ ବାରବାଟୀ ଷ୍ଟାଡିୟମ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.