Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Konark Festival 2025: ଆଜି ସଂଧ୍ୟାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଜାତୀୟ ଖବର

Konark Festival 2025: ଆଜି ସଂଧ୍ୟାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

December 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Konark Festival 2025
ଆଜି ସଂଧ୍ୟାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ପାଞ୍ଚଦିନ ଧରି କମ୍ପିବ ମୁକ୍ତାକାଶ ରଂଗମଞ୍ଚ

Konark Festival 2025: ଆଜି ସଂଧ୍ୟାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ। ପାଞ୍ଚଦିନ ଧରି କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଏହି ଉତ୍ସବ ଚାଲିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଉଦ୍ୟମରେ ଏହି ଉତ୍ସବ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି।

ଆଜି ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିବେ। ପାଞ୍ଚଦିନ ଧରି ଏହି ଉତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ। ଏଥରେ ଓଡିଶୀ, ଭାରତନାଟ୍ୟମ, କୁଚୁପୁଡି ଏବଂ କଥକଲ୍ଲି ପ୍ରମୁଖ ନୃତ୍ୟ ପରିବେଷଣ କରାଯିବ।

କୋଣାର୍କ ଉତ୍ସବର ପାଞ୍ଚଦିନିଆ କାର୍ଯ୍ୟକ୍ରମ

ପ୍ରଥମ ଦିନ- ନୃତ୍ୟ ଉପାସନା ପିଠ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ସହିତ ହାଇଦ୍ରାବାଦର ଶଙ୍କରାନନ୍ଦ କଳାକ୍ଷେତ୍ର ଦ୍ବାରା ପରିବେଷଣ ହେବ ଭାରତନାଟ୍ୟମ

ଦ୍ବିତୀୟ ଦିନ- ପ୍ରଥମ କାର୍ଯ୍ୟକ୍ରମ ବାଙ୍ଗୁଲୁରର ସମ୍ଭବି ନୃତ୍ୟ ଅନୁଷ୍ଠାନର କୁଚୁପୁଡି ସହିତ କୋଲକାତାର ଓଡିଶୀ ଭିଜନ ଓ ମୁଭମେଣ୍ଟ ସେଣ୍ଟର ଗୁରୁ ଶର୍ମିଳା ବିଶ୍ବାସଙ୍କ ନୃତ୍ୟ ସଂଯୋଜନାରେ ଓଡିଶୀ

ତୃତୀୟ ଦିନ– ଗୁରୁ ରତିକାନ୍ତ ମହାପାତ୍ରଙ୍କ ସୃଜନ ଅନୁଷ୍ଠାନର ଓଡିଶୀ ସହିତ କେରଳ କଳା ମଣ୍ଡଳମର କଥକଲ୍ଲୀ ପରିବେଷଣ କରାଯିବ

ଚତୁର୍ଥ ଦିନ- କୋଲକାତାର ମଣିପୁରୀ ନୃତ୍ୟାଳୟ ଅନୁଷ୍ଠାନର ମଣିପୁରୀ ନୃତ୍ୟ ସହିତ ପରିବେଷଣ ହେବ ଭାରତୀ ନୃତ୍ୟ ମନ୍ଦିର ଅନୁଷ୍ଠାନର ଓଡିଶୀ ନୃତ୍ୟ

ପଞ୍ଚମ ଦିନ– ଭୁବନେଶ୍ବରର ଉତ୍କଳ ଡ୍ୟାନସ ଓ ଗବେଷଣା କେନ୍ଦ୍ରର ଓଡିଶୀ ନୃତ୍ୟ ସହିତ ଅହମ୍ମଦାବାଦର ସଂଯୁକ୍ତା ସିହ୍ନା ଡ୍ୟାନସ ଏକାଡେମୀର କଥକ ନୃତ୍ୟ ପରିବେଷଣ ହେବ।

Konark Festival Konark Festival 2025 କୋଣାର୍କ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
Latest News

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.